ସିରିଆ: ଅଲ-କାଏଦାର ଧର୍ମକୋର୍ଟରେ ୧୦ଜଣଙ୍କୁ ମୃତ୍ୟୁଦଣ୍ଡ

ବୈରୁତ: ସିରିଆର ଅଲେପ୍ପୋ ସହରେ ଶନିବାର ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଧର୍ମକୋର୍ଟ କରାଯାଇଥିଲା। ଆତଙ୍କବାଦୀ ସଂଗଠନ ଅଲ-କାଏଦା ଦ୍ୱାରା ଅନୁମୋଦନ ପାଇଥିବା ନୁସ୍ରା ଫ୍ରଣ୍ଟର ପକ୍ଷରୁ ଏହି ଧର୍ମକୋର୍ଟ କରାଯାଇଥିଲା। ଏଥିରେ ୧୦ରୁ ଅଧିକ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ସୂଚନା ଦେଇଛନ୍ତି ସିରିଆନରେ କାର୍ଯ୍ୟରତ ଜଣେ ମାନବାଧିକାର କର୍ମୀ। ମୃତ୍ୟୁଦଣ୍ଡ ପାଇଥିବା ୧୦ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଥିଲାବେଳେ ଅନ୍ୟମାନେ ସିରିଆ ସରକାରଙ୍କ ଇନଫର୍ମର ଥିଲେ। ଏହି କୋର୍ଟ ସିରିଆର ବିଭିନ୍ନ […]

alkaida

alkaida

Rakesh Mallick
  • Published: Saturday, 01 August 2015
  • Updated: 04 May 2017, 03:45 PM IST

Sports

Latest News

ବୈରୁତ: ସିରିଆର ଅଲେପ୍ପୋ ସହରେ ଶନିବାର ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଧର୍ମକୋର୍ଟ କରାଯାଇଥିଲା। ଆତଙ୍କବାଦୀ ସଂଗଠନ ଅଲ-କାଏଦା ଦ୍ୱାରା ଅନୁମୋଦନ ପାଇଥିବା ନୁସ୍ରା ଫ୍ରଣ୍ଟର ପକ୍ଷରୁ ଏହି ଧର୍ମକୋର୍ଟ କରାଯାଇଥିଲା। ଏଥିରେ ୧୦ରୁ ଅଧିକ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ସୂଚନା ଦେଇଛନ୍ତି ସିରିଆନରେ କାର୍ଯ୍ୟରତ ଜଣେ ମାନବାଧିକାର କର୍ମୀ। ମୃତ୍ୟୁଦଣ୍ଡ ପାଇଥିବା ୧୦ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଥିଲାବେଳେ ଅନ୍ୟମାନେ ସିରିଆ ସରକାରଙ୍କ ଇନଫର୍ମର ଥିଲେ। ଏହି କୋର୍ଟ ସିରିଆର ବିଭିନ୍ନ ସହରରେ ମଧ୍ୟ କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ୨୦୧୧ ମାର୍ଚ୍ଚରୁ ସିରିଆରେ ସରକାର ବିରୋଧୀ ଆନ୍ଦୋଳନ ଚାଲିଥିବାରୁ ୨୩୦,୦୦୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story