ସିରିଆ: ଆଇଏସ ଆତଙ୍କବାଦୀଙ୍କ ଉପରେ ସବମେରାଇନରୁ ରୁଷର ଆକ୍ରମଣ

ମସ୍କୋ: ସିରିଆରେ ଥିବା ଆଇଏସ ଆଇଏସ ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ ପଣ କରିଛି ରୁଷ। ବୁଧବାର ଭୂମଧ୍ୟସାଗରରେ ରୁଷ ତାର ସବମେରାଇନରୁ ସିରିଆରେ ଥିବା ଆଇଏସଆଇଏସ ଆଡ୍ଡା ଉପରକୁ ବିମାନ ଯୋଗେ ବୋମାମାଡ କରିଛି। ଆଇଏସକୁ ନିପାତ କରିବା ପାଇଁ ପ୍ରଥମ ଥର ପାଇଁ ସବମେରାଇନକୁ ବ୍ୟବହାର କରାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ସୂଚନା ଦେଇଛନ୍ତି। ରୁଷ ପକ୍ଷରୁ ସିରିଆର ରାକ୍କା ସହରକୁ ଟାର୍ଗେଟ କରି ରୋଷ୍ଟଭ୍-ଅନ୍-ଡନ୍ ସବମେରାଇନରୁ ୨୨ଟିରୁ ଅଧିକ କାଲିବର୍ […]

russsia attacked to siriya on isis

russsia attacked to siriya on isis

Rakesh Mallick
  • Published: Wednesday, 09 December 2015
  • Updated: 04 May 2017, 03:44 PM IST

Sports

Latest News

ମସ୍କୋ: ସିରିଆରେ ଥିବା ଆଇଏସ ଆଇଏସ ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ ପଣ କରିଛି ରୁଷ। ବୁଧବାର ଭୂମଧ୍ୟସାଗରରେ ରୁଷ ତାର ସବମେରାଇନରୁ ସିରିଆରେ ଥିବା ଆଇଏସଆଇଏସ ଆଡ୍ଡା ଉପରକୁ ବିମାନ ଯୋଗେ ବୋମାମାଡ କରିଛି। ଆଇଏସକୁ ନିପାତ କରିବା ପାଇଁ ପ୍ରଥମ ଥର ପାଇଁ ସବମେରାଇନକୁ ବ୍ୟବହାର କରାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ସୂଚନା ଦେଇଛନ୍ତି। ରୁଷ ପକ୍ଷରୁ ସିରିଆର ରାକ୍କା ସହରକୁ ଟାର୍ଗେଟ କରି ରୋଷ୍ଟଭ୍-ଅନ୍-ଡନ୍ ସବମେରାଇନରୁ ୨୨ଟିରୁ ଅଧିକ କାଲିବର୍ କ୍ରୁଇଜ୍ ମିସାଇଲ ମାଡ କରାଯାଇଛି। ଏଥିରେ ବହୁ ଆତଙ୍କବାଦୀ ପ୍ରାଣ ହରାଇଥିବା ରୁଷ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story