ସିରିଆର ପ୍ରସିଦ୍ଧ ସ୍ଥପିତ ଖାଲେଦଙ୍କୁ ହତ୍ୟା କଲା ଆଇଏସ୍

ବୈରୁଟ୍: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସିରିଆର ପ୍ରସିଦ୍ଧ ସ୍ଥପିତ ଖାଲେଦ୍-ଅଲ-ଆସଦଙ୍କୁ ହତ୍ୟା କରିଛି। ସିରିଆର ଐତିହାସିକ ସହର ପଲମିରାରେ ଏହି ସ୍ଥପିତଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ତାଙ୍କ ମୁଣ୍ଡ କାଟ କରିବା ସହିତ ମୃତଦେହକୁ ଏକ ଐତିହାସିକ ସ୍ଥଳୀରେ ଝୁଲାଇ ଦେଇଥିଲେ। ଆତଙ୍କବାଦୀମାନେ ତାଙ୍କଠାରୁ କିଛି ଗୁପ୍ତତଥ୍ୟ ଜାଣିବାକୁ ଚାହୁଁଥିଲେ। ବିଶେଷ କରି ସହରର କେଉଁ ସ୍ଥାନରେ ଅର୍ଥ ଲୁଚାଇ ରଖାଯାଇଛି ତାହା ଜାଣିବାକୁ ଚାହୁଁଥିଲେ ଆତଙ୍କବାଦୀ। ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି […]

palmyr

palmyr

Rakesh Mallick
  • Published: Wednesday, 19 August 2015
  • Updated: 04 May 2017, 03:45 PM IST

ବୈରୁଟ୍: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସିରିଆର ପ୍ରସିଦ୍ଧ ସ୍ଥପିତ ଖାଲେଦ୍-ଅଲ-ଆସଦଙ୍କୁ ହତ୍ୟା କରିଛି। ସିରିଆର ଐତିହାସିକ ସହର ପଲମିରାରେ ଏହି ସ୍ଥପିତଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ତାଙ୍କ ମୁଣ୍ଡ କାଟ କରିବା ସହିତ ମୃତଦେହକୁ ଏକ ଐତିହାସିକ ସ୍ଥଳୀରେ ଝୁଲାଇ ଦେଇଥିଲେ। ଆତଙ୍କବାଦୀମାନେ ତାଙ୍କଠାରୁ କିଛି ଗୁପ୍ତତଥ୍ୟ ଜାଣିବାକୁ ଚାହୁଁଥିଲେ। ବିଶେଷ କରି ସହରର କେଉଁ ସ୍ଥାନରେ ଅର୍ଥ ଲୁଚାଇ ରଖାଯାଇଛି ତାହା ଜାଣିବାକୁ ଚାହୁଁଥିଲେ ଆତଙ୍କବାଦୀ। ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସିରିଆ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story