ଶ୍ରୀନଗରରେ ପୁଣି ଉଡିଲା ଆଇଏସ ପତାକା

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସର ପତାକା ଶୁକ୍ରବାର ପୁଣି ଥରେ ଉଡିଥିବା ଦେଖିବାକୁ ମିଳିଛି। ଶ୍ରୀନଗରର ଜାମିଆ ମସଜିଦ୍ ଅଞ୍ଚଳରେ ପତାକା ଉଡାଯାଇଥିଲା । ପ୍ରଦର୍ଶନକାରୀମାନେ ଆଇଏସର ଯେଉଁ ପତାକା ଉଡାଇଥିଲେ ସେଥିରେ ଉଲ୍ଲେଖ ଥିଲା – ‘ଆଇଏସ ଜେକେ ଇଜ୍ କମିଙ୍ଗ’। ଜାମ୍ମୁ-କାଶ୍ମୀରରେ ଆଇଏସର ପତାକା ପୂର୍ବରୁ ଉଡିସାରିଛି। ପୂର୍ବରୁ ଶ୍ରୀନଗର ସମେତ ଆଉ କିଛି ସ୍ଥାନରେ ବିକ୍ଷୋଭ ବେଳେ ବିଚ୍ଛିନ୍ନତାବାଦୀ ସମର୍ଥକମାନେ ଆଇଏସ ସହିତ ପାକିସ୍ତାନୀ ଓ ଆତଙ୍କବାଦୀ […]

pakistan

pakistan

Rakesh Mallick
  • Published: Friday, 07 August 2015
  • Updated: 07 August 2015, 01:19 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସର ପତାକା ଶୁକ୍ରବାର ପୁଣି ଥରେ ଉଡିଥିବା ଦେଖିବାକୁ ମିଳିଛି। ଶ୍ରୀନଗରର ଜାମିଆ ମସଜିଦ୍ ଅଞ୍ଚଳରେ ପତାକା ଉଡାଯାଇଥିଲା । ପ୍ରଦର୍ଶନକାରୀମାନେ ଆଇଏସର ଯେଉଁ ପତାକା ଉଡାଇଥିଲେ ସେଥିରେ ଉଲ୍ଲେଖ ଥିଲା - ‘ଆଇଏସ ଜେକେ ଇଜ୍ କମିଙ୍ଗ’।

ଜାମ୍ମୁ-କାଶ୍ମୀରରେ ଆଇଏସର ପତାକା ପୂର୍ବରୁ ଉଡିସାରିଛି। ପୂର୍ବରୁ ଶ୍ରୀନଗର ସମେତ ଆଉ କିଛି ସ୍ଥାନରେ ବିକ୍ଷୋଭ ବେଳେ ବିଚ୍ଛିନ୍ନତାବାଦୀ ସମର୍ଥକମାନେ ଆଇଏସ ସହିତ ପାକିସ୍ତାନୀ ଓ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାର ମଧ୍ୟ ପତାକା ଉଡାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos