ଆଉ ଏକ ବିବାଦୀୟ ବୟାନ: ସୀତା ଜଣେ ଟେଷ୍ଟ ଟ୍ୟୁବ୍‌ ବେବି ଥିଲେ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା। ଗୋଟେ ପରେ ଗୋଟେ ବିବାଦୀୟ ମନ୍ତବ୍ୟ ଦେଇ ଚାଲିଛନ୍ତି। ଗତ ଗୁରୁବାର ଦିନ ସେ ମହାଭାରତ ସମୟରେ ସାମ୍ବାଦିକତା ଆରମ୍ଭ ହୋଇଥିଲା ବୋଲି କହିବା ସହ ନାରାଦ ମୁନିଙ୍କୁ ଗୁଗଲ୍‌ ଏବଂ ମହାଭାରତରେ ଧ୍ରୁତରାଷ୍ଟଙ୍କୁ ସଞ୍ଜୟ ଯୁଦ୍ଧ କ୍ଷେତ୍ରର ବିବରଣୀ ଦେବା କଥାକୁ ଟେଲିଭିଜନରେ ହେଉଥିବା ସିଧା ପ୍ରସାରଣ ସହ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଆଉ ଏକ ବିବାଦୀୟ ବୟାନ ତାଙ୍କୁ ଚର୍ଚ୍ଚାର ପରିସରକୁ […]

sita

sita

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 02:52 PM IST

Sports

Latest News

ନୂଆଦିଲ୍ଲୀ: ଚର୍ଚ୍ଚାରେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା। ଗୋଟେ ପରେ ଗୋଟେ ବିବାଦୀୟ ମନ୍ତବ୍ୟ ଦେଇ ଚାଲିଛନ୍ତି। ଗତ ଗୁରୁବାର ଦିନ ସେ ମହାଭାରତ ସମୟରେ ସାମ୍ବାଦିକତା ଆରମ୍ଭ ହୋଇଥିଲା ବୋଲି କହିବା ସହ ନାରାଦ ମୁନିଙ୍କୁ ଗୁଗଲ୍‌ ଏବଂ ମହାଭାରତରେ ଧ୍ରୁତରାଷ୍ଟଙ୍କୁ ସଞ୍ଜୟ ଯୁଦ୍ଧ କ୍ଷେତ୍ରର ବିବରଣୀ ଦେବା କଥାକୁ ଟେଲିଭିଜନରେ ହେଉଥିବା ସିଧା ପ୍ରସାରଣ ସହ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଆଉ ଏକ ବିବାଦୀୟ ବୟାନ ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଆଣିଛି। ସେ କହିଛନ୍ତି ଦେବୀ ସୀତା ଜଣେ ଟେଷ୍ଟ ଟ୍ୟୁବ୍‌ ବେବି। ଅର୍ଥାତ୍‌ ଚେଷ୍ଟ ଟ୍ୟୁବ୍‌ ପ୍ରଣାଳୀରେ ତାଙ୍କ ଜନ୍ମ ହୋଇଥିଲା।

ଗତ ଗୁରୁବାର ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ,“ସୀତାଙ୍କର ଜନ୍ମ ଏକ ମାଠିଆରୁ ହୋଇଛି। ସେ ସମୟରେ ଏହା ଟେଷ୍ଟ ଟ୍ୟୁବ୍‌ ବେବିର ଏକ ପ୍ରଜେକ୍ଟ ରହିଥିବ। ଜନକ କ୍ଷେତରେ କାମ କରୁଥିବା ସମୟରେ ଗୋଟେ ମାଠିଆଟେ ପାଇଥିଲେ। ସେ ମାଠିଆ ଭିତରୁ ଗୋଟେ ପିଲା ବାହାରିଲା ଏବଂ ସେ ଥିଲେ ମାତା ସୀତା।”

ଦୀନେଶ ଶର୍ମା ଏକଥା କହିବା ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଅନେକ ଲୋକ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ବିହାର ଏବଂ ନେପାଳର କିଛି ସ୍ଥାନରେ ଲୋକେ ଏକଥାକୁ ବିରୋଧ କରି ଦୀନେଶଙ୍କ କୁଷପୁତ୍ତଳିକା ଦାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story