ଯବାନଙ୍କୁ ଚାପୁଡ଼ା ମାରିଥିବା ମହିଳା ଗିରଫ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଯବାନଙ୍କୁ ଚାପୁଡ଼ା ମାରିଥିବା ମହିଳା ଗିରଫ। ଘଟଣା ଘଟିଥିଲା ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ। ସୂଚନା ଅନୁସାରେ ଗତ ୯ ତାରିଖରେ ରଜୋକ୍ରୀ ଫ୍ଲାଏ ଓଭର୍‌ରେ ଯାଉଥିବା ଏକ ଆର୍ମି ଟ୍ରକ୍ ସାମ୍ନାରେ ମହିଳା ଜଣଙ୍କ ବେପରୁଆ ଭାବେ କାର୍ ଚଲାଇବା ସହ ସେନାର ଟ୍ରକ୍‌କୁ ଓଭର୍ଟେକ କରିଥିଲେ।  ଏହି ଘଟଣାରେ ଏକ ଟ୍ରାଫିକ ପୋଷ୍ଟ ନିକଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ମହିଳା ଜଣକ କାର୍‌ରୁ ଓହ୍ଲାଇ ଜଣେ ଯବାନଙ୍କୁ ଚାପୁଡ଼ା […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 10:26 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଯବାନଙ୍କୁ ଚାପୁଡ଼ା ମାରିଥିବା ମହିଳା ଗିରଫ। ଘଟଣା ଘଟିଥିଲା ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ। ସୂଚନା ଅନୁସାରେ ଗତ ୯ ତାରିଖରେ ରଜୋକ୍ରୀ ଫ୍ଲାଏ ଓଭର୍‌ରେ ଯାଉଥିବା ଏକ ଆର୍ମି ଟ୍ରକ୍ ସାମ୍ନାରେ ମହିଳା ଜଣଙ୍କ ବେପରୁଆ ଭାବେ କାର୍ ଚଲାଇବା ସହ ସେନାର ଟ୍ରକ୍‌କୁ ଓଭର୍ଟେକ କରିଥିଲେ।  ଏହି ଘଟଣାରେ ଏକ ଟ୍ରାଫିକ ପୋଷ୍ଟ ନିକଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ମହିଳା ଜଣକ କାର୍‌ରୁ ଓହ୍ଲାଇ ଜଣେ ଯବାନଙ୍କୁ ଚାପୁଡ଼ା ମାରିଥିଲେ। ଆଉ ଏହି ଘଟଣାକୁ ନିକଟରେ ଯାଉଥିବା ଆଉ ଜଣେ କାର୍‌ ଚାଳକ ତାଙ୍କ ମୋବାଇଲ୍‌ କ୍ୟାମେରାରେ କ୍ୟାପ୍‌ଚର୍‌ କରିନେଇଥିଲେ। ଏହି ଘଟଣାରେ ସଂପୃକ୍ତ ମହିଳା ସ୍ମୃତି କାଲରାଙ୍କୁ ପୋଲିସ ଗିରଫ କରିଛି। ପରେ ମହିଳା ଜଣକ ଜାମିନରେ ମୁକୁଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos