ନୂଆଦିଲ୍ଲୀ: ବେଳେବେଳେ ରେଳଯାତ୍ରା କରିବା ବେଳେ ଆମେ ସମସ୍ୟା ଭୋଗୁ। ଟ୍ରେନ ବିଳମ୍ବ ଥିଲେ ଅଯଥା ସମୟ ନଷ୍ଟ କରି ଷ୍ଟେସନରେ ବୁଲିବା ସାର ହୁଏ। କିନ୍ତୁ ଚିନ୍ତା କରନ୍ତୁନି । ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଏଣିକି ଟ୍ରେନ ବିଳମ୍ବରେ ଆସୁଥିଲେ ଆପଣଙ୍କ ପାଖକୁ ମୋବାଇଲ୍ ଏସ୍ଏମ୍ଏସ୍ ଯୋଗେ ଖବର ମିଳିଯିବ। ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହଁ।
ଯାତ୍ରୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏସ୍ଏମ୍ଏସ୍ ଆଲର୍ଟ ସେବା ଯୋଗାଇ ଦେବାକୁ ଯାଉଛି ରେଳ ବିଭାଗ। ଏଥିରେ ଗାଡ଼ି ବିଳମ୍ବ ହେଲେ ସେସେଜ୍ କରି ଯାତ୍ରୀଙ୍କୁ ଆଗୁଆ ସୂଚନା ଦିଆଯିବ । ସିଟ୍ ରିଜର୍ଭେସନ୍ କଲାବେଳେ ଯେଉଁ ମୋବାଇଲ୍ ନମ୍ବର ଦିଆଯାଇଥିବା ସେହି ନମ୍ବରରେ କେବଳ ଏହି ସୁବିଧା ଉପଲବ୍ଧ ହେବ।
ପ୍ରାରମ୍ଭିକ ଭାବେ ଏହି ସେବା କେବଳ ଦେଶର ୨୩ ରାଜଧାନୀ ଓ ୨୬ ଶତାବ୍ଦି ଯୋଡ଼ି ଟ୍ରେନ୍ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଧିରେ ଧିରେ ଅନ୍ୟ ଟ୍ରେନ୍ଗୁଡ଼ିକରେ ଏପରି ସୁବିଧା ଯୋଗାଇ ଦିଆଯିବ ବୋଲି ବିଭାଗର କିଛି ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।