‘ଧୋବି’ ଲେଖି ଫସିଗଲେ: ହାଇକୋର୍ଟ କହିଲେ ଏସସି ଏସଟିଙ୍କୁ  ସୋସିଆଲ ମିଡିଆରେ ଅପମାନ ଦଣ୍ଡନୀୟ

ନୂଆଦିଲ୍ଲୀ:ଅନୁସୂଚିତ ଜାତି ଏବଂ ଉପଜାତିଙ୍କୁ  ଆକ୍ଷେପ କଲାଭଳି ସୋସିଆଲ ମିଡିଆରେ ମନ୍ତବ୍ୟ ପୋଷ୍ଟ କଲେ ମହଙ୍ଗା ପଡ଼ିବ। ଏସସି ଏସଟିଙ୍କ ବିରୋଧରେ ଆପତ୍ତିଜନକ ମତ ଦେଇ ସେମାନଙ୍କୁ ଅପମାନ କଲେ ଦଣ୍ଡନୀୟ ଅପରାଧ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ନିଜ ଜାତି ପ୍ରତି ଆକ୍ଷେପ କଲା ଭଳି ମନ୍ତବ୍ୟକୁ ନେଇ ଆସିଥିବା ଏକ ବ୍ୟକ୍ତିଗତ ମାମଲାର ଶୁଣାଣି କରି ହାଇକୋର୍ଟ ସୋମବାର ଏହି  ରାୟ ଦେଇଛନ୍ତି। ଏମିତି ଅପମାନ ଏସସି ଏସଟିଙ୍କ ପାଇଁ ଥିବା ୧୯୮୯ ଆଟ୍ରୋସିଟି […]

justice

justice

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 10:33 AM IST

Sports

Latest News

ନୂଆଦିଲ୍ଲୀ:ଅନୁସୂଚିତ ଜାତି ଏବଂ ଉପଜାତିଙ୍କୁ  ଆକ୍ଷେପ କଲାଭଳି ସୋସିଆଲ ମିଡିଆରେ ମନ୍ତବ୍ୟ ପୋଷ୍ଟ କଲେ ମହଙ୍ଗା ପଡ଼ିବ। ଏସସି ଏସଟିଙ୍କ ବିରୋଧରେ ଆପତ୍ତିଜନକ ମତ ଦେଇ ସେମାନଙ୍କୁ ଅପମାନ କଲେ ଦଣ୍ଡନୀୟ ଅପରାଧ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ନିଜ ଜାତି ପ୍ରତି ଆକ୍ଷେପ କଲା ଭଳି ମନ୍ତବ୍ୟକୁ ନେଇ ଆସିଥିବା ଏକ ବ୍ୟକ୍ତିଗତ ମାମଲାର ଶୁଣାଣି କରି ହାଇକୋର୍ଟ ସୋମବାର ଏହି  ରାୟ ଦେଇଛନ୍ତି।

ଏମିତି ଅପମାନ ଏସସି ଏସଟିଙ୍କ ପାଇଁ ଥିବା ୧୯୮୯ ଆଟ୍ରୋସିଟି ଆକ୍ଟକୁ ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୂଚନା ଅନୁଯାୟୀ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ  ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଫେସବୁକ୍‌ରେ ତାଙ୍କୁ ଅପମାନ କଲା ଭଳି ମନ୍ତବ୍ୟ ପୋଷ୍ଟ କରିଥିଲେ। ଅପମାନସୂଚକ ମନ୍ତବ୍ୟ ପୋଷ୍ଟ କରିଥିବା ମହିଳା ଜଣକ ହେଉଛି ରାଜପୁତ ।  ନିଜ ଫେସବୁକ୍‌ ୱାଲରେ ସମ୍ପୃକ୍ତ ମହିଳା ଜଣକ ‘ଧୋବି’  ଉଲ୍ଲେଖ କରିଥିଲେ।  ଏହାକୁ ନେଇ  ଅଭିଯୋଗକାରୀଣି  ହାଇକୋର୍ଟ ଯାଇଥିଲେ। ଏହି ମନ୍ତବ୍ୟ ତାଙ୍କ ପ୍ରତି ଅପମାନ ସୂଚକ ବୋଲି ସେ ଦର୍ଶାଇଥିଲେ। ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଥିଲେ ହାଇକୋର୍ଟ।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story