ଚର୍ଚ୍ଚାରେ କଶ୍ମୀରର ଜମି ମୂଲ୍ୟ, ଜାଣନ୍ତୁ କେଉଁଠି କେତେ...

ନୂଆଦିଲ୍ଲୀ: ଗତକାଲି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୂର୍ବରୁ ୩୭୦ ଧାରାରେ ଅନ୍ୟ ରାଜ୍ୟର ଲୋକଙ୍କୁ କଶ୍ମୀରରେ ସମ୍ପତ୍ତି କିଣିବା ପାଇଁ ଅନୁମତି ନଥିଲା। ଠିକ୍‌ ସେହିପରି କଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟରେ ବିବାହ କଲେ, ସେମାନଙ୍କ ନାଗରିକତ୍ୱ ହରାଇବାକୁ ପଡୁଥିଲା। କିନ୍ତୁ ୩୭୦ ଧାରା ଉଠିବା ପରେ ଜଣେ ବ୍ୟକ୍ତି ଚାହିଁଲେ କଶ୍ମୀରରେ ସମ୍ପତ୍ତି କିଣି ପାରିବେ। କଶ୍ମୀରକୁ ସୋଶାଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାର ମିମ୍ ପୋଷ୍ଟ […]

KASHMIR

KASHMIR

Puspanjali Panda
  • Published: Tuesday, 06 August 2019
  • Updated: 06 August 2019, 04:00 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୂର୍ବରୁ ୩୭୦ ଧାରାରେ ଅନ୍ୟ ରାଜ୍ୟର ଲୋକଙ୍କୁ କଶ୍ମୀରରେ ସମ୍ପତ୍ତି କିଣିବା ପାଇଁ ଅନୁମତି ନଥିଲା। ଠିକ୍‌ ସେହିପରି କଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟରେ ବିବାହ କଲେ, ସେମାନଙ୍କ ନାଗରିକତ୍ୱ ହରାଇବାକୁ ପଡୁଥିଲା। କିନ୍ତୁ ୩୭୦ ଧାରା ଉଠିବା ପରେ ଜଣେ ବ୍ୟକ୍ତି ଚାହିଁଲେ କଶ୍ମୀରରେ ସମ୍ପତ୍ତି କିଣି ପାରିବେ।

କଶ୍ମୀରକୁ ସୋଶାଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାର ମିମ୍ ପୋଷ୍ଟ କରୁଛନ୍ତି। ତେବେ ସବୁଠାରୁ ଅଧିକ ମେମେଜ୍‌ କଶ୍ମୀରରେ ଜମି କିଣିବାକୁ ନେଇ ଦେଖିବାକୁ ମିଳୁଛି। ସେଲେବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ମଧ୍ୟ କଶ୍ମୀରରେ ଜମି କିଣିବା ପାଇଁ ସୋଶାଲ ମିଡିଆରେ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି କିଛି ସେଲେବ୍ରିଟି କଶ୍ମୀରରେ ଜମି କିଣିବା ତାଙ୍କର ସ୍ୱପ୍ନ ବୋଲି କହି ଟ୍ୱିଟ୍‌ କରିଛନ୍ତି।

କଶ୍ମୀରରେ 'ପ୍ରପର୍ଟି'କୁ ନେଇ ସୋଶାଲ ମିଡିଆରେ ଅନେକ ମଜାଦାର ଫଟୋ ମଧ୍ୟ ଦେଖିବାକୁ ମିଳୁଛି।

ତେବେ କଶ୍ମୀରରେ ଜମି କିଣିବା ନେଇ ସରକାର ଏ ପର୍ଯ୍ୟନ୍ତ କୌଣସି ନିୟମ ପ୍ରଣୟନ କରିନାହାନ୍ତି। କିନ୍ତୁ ସୋଶାଲ ମିଡିଆରେ ଜମି କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ୟୁଜର୍ସମାନଙ୍କୁ ଏହା ଜାଣିବା ଆବଶ୍ୟକ ଯେ କଶ୍ମୀରରେ ଗୋଟିଏ ପ୍ଲଟ୍‌ର ମୂଲ୍ୟ କେତେ ? ତେବେ ଆସନ୍ତୁ ଜାଣିବା ଜମ୍ମୁ-କଶ୍ମୀରରେ ଶ୍ରୀନଗର ଓ ଅନନ୍ତନାଗ ପରି ଅନ୍ୟ କେତେକ ଅଞ୍ଚଳରେ ଜମିର ମୂଲ୍ୟ କେତେ ରହିଛି।

ଶ୍ରୀନଗର

ଶ୍ରୀନଗରର ଜିଲ୍ଲା ପ୍ରଶାସନ ତାଙ୍କ ୱେବସାଇଟ୍‌ରେ ସହରର ପ୍ଲଟ୍‌ ମୂଲ୍ୟକୁ ନେଇ ଏକ ସର୍କୁଲାର୍‌ ଜାରି କରିଛନ୍ତି। ଏହି ସର୍କୁଲାର୍‌ ଅନୁସାରେ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ମାର୍କେଟ୍‌ ରେଟ୍‌ ହିସାବରେ ଜମିର ମୂଲ୍ୟ ରହିଛି। ଏଠାରେ ଗୋଟିଏ ଘର ପାଇଁ ପ୍ଲଟ୍‌ର ମୂଲ୍ୟ ହେଉଛି ୫୨.୫୦ ଲକ୍ଷ ଟଙ୍କା। କିନ୍ତୁ ଏହାର ବ୍ୟବସାୟିକ ବ୍ୟବହାର ପାଇଁ ନେଲେ ମୂଲ୍ୟ ହେବ ୯୭ ଲକ୍ଷ ଟଙ୍କା।

ଅନନ୍ତନାଗ

ଶ୍ରୀନଗର ପରି ଅନନ୍ତନାଗରେ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ଲଟ୍‌ ମୂଲ୍ୟକୁ ନେଇ ଏକ ସର୍କୁଲାର୍‌ ଜାରି କରିଛନ୍ତି। ଏଟାରେ ଗୋଟିଏ ଘର ପ୍ଲଟ୍‌ର ମୂଲ୍ୟ ୮୧.୨୦ ଲକ୍ଷ ଟଙ୍କା ଏବଂ ବ୍ୟବସାୟିକ ବ୍ୟବହାର ପାଇଁ ନେଲେ ମୂଲ୍ୟ ହେବି ୯୨ ଲକ୍ଷ ଟଙ୍କା।

ଜମ୍ମୁ

ଜମ୍ମୁରେ ଥିବା ଗ୍ରାମାଞ୍ଚଳ ଜମିର ମୂଲ୍ୟ ହେଉଛି ୨୪. ୭୧ ଲକ୍ଷ ଟଙ୍କା। ସେହିପରି ଏହି ଜମିକୁ ବ୍ୟବସାୟିକ ବ୍ୟବହାର ପାଇଁ ନେଲେ ଆପଣଙ୍କୁ ୩୬.୮୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story