ଚାକିରିର ଶେଷ ଦିନରେ ଘୋଡ଼ା ଚଢ଼ି ଅଫିସ ଆସିଲେ ସଫ୍ଟୱେର ଇଞ୍ଜିନିୟର: ହେଲେ କାହିଁକି?

ବେଙ୍ଗାଲୁରୁ: ଭାରତରେ ପ୍ରାୟ ସବୁବେଳେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ। ବେଙ୍ଗାଲୁରୁରେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଟ୍ରାଫିକ୍ ଓ କାମରୁ ହତାସ ହୋଇଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ଚାକିରି ଶେଷ ଦିନରେ ଘୋଡ଼ାରେ ଅଫିସ୍‌ ଯାଇଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁନିଆରେ ଅଧିକାଂଶ ଲୋକଙ୍କୁ ଅଫିସ୍‌ର ଶକ୍ତ ନିୟମରେ ରହି କାମ କରିବା ପସନ୍ଦ ଆସେ ନହିଁ। ଏଭଳି ଚାକିରିରୁ ମୁକ୍ତି […]

rupesh_verma_engineer22_1529307387_618x347

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 09:57 AM IST

Sports

Latest News

ବେଙ୍ଗାଲୁରୁ: ଭାରତରେ ପ୍ରାୟ ସବୁବେଳେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ। ବେଙ୍ଗାଲୁରୁରେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଟ୍ରାଫିକ୍ ଓ କାମରୁ ହତାସ ହୋଇଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ଚାକିରି ଶେଷ ଦିନରେ ଘୋଡ଼ାରେ ଅଫିସ୍‌ ଯାଇଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦୁନିଆରେ ଅଧିକାଂଶ ଲୋକଙ୍କୁ ଅଫିସ୍‌ର ଶକ୍ତ ନିୟମରେ ରହି କାମ କରିବା ପସନ୍ଦ ଆସେ ନହିଁ। ଏଭଳି ଚାକିରିରୁ ମୁକ୍ତି ପାଇବା ପାଇଁ ବେଙ୍ଗାଲୁରୁର ଏହି ସଫ୍ଟୱେର ଇଞ୍ଜିନୟର ଇସ୍ତଫା ଦେଇଛନ୍ତି। ବ୍ୟକ୍ତି ଜଣଙ୍କର ନାଁ ହେଉଛି ରୂପେଶ କୁମାର ବର୍ମା। ଚାକିରିକୁ ନେଇ ଅସୋନ୍ତୋଷ ଥିବା ରୂପେଶ ଟ୍ରାଫିକ୍‌ ସମସ୍ୟାକୁ ନେଇ ମଧ୍ୟ ଚିନ୍ତିତ ଥିଲେ। ତେଣୁ ସେ ନିଜ କାମର ଶେଷ ଦିନଟି ଘୋଡ଼ାରେ ଅଫିସ ଯିବାକୁ ବାହାରିଥିଲେ। ଏହା ମାଧ୍ୟମରେ ସେ ଲୋକଙ୍କୁ କିଛି ବାର୍ତ୍ତା ମଧ୍ୟ ଦେଉଥିଲେ।

ଫରମାଲ ଡ୍ରେସ ଓ କାନ୍ଧରେ ଅଫିସ୍‌ ବ୍ୟାଗ ଧରି ରୂପେସ ଯେଉଁ ଘୋଡ଼ାରେ ବସିଥିଲେ, ସେହି ଘୋଡ଼ାରେ ଏକ ବୋର୍ଡ ଲାଗିଥିଲା। ସେଥିରେ ଲେଖାଥିଲା- ଇଞ୍ଜିନିୟର ଭାବେ କାମ କରିବାର ଆଜି ହେଉଛି ଶେଷ ଦିନ।

ରୂପେଶଙ୍କ କହିଛନ୍ତି ଯେ, ସେ ବେଙ୍ଗାଲୁରୁରେ ଦୀର୍ଘ ଆଠବର୍ଷ ହେଲାଣି ରହୁଛନ୍ତି। ସେ ସେଠାକାର ବାୟୁ ପ୍ରଦୂଷଣକୁ ନେଇ ବହୁତ ଚିନ୍ତିତ ବା ହତାସ ହୋଇପଡ଼ିଲେଣି। ସେ କୁହନ୍ତି ଯେ ବେଙ୍ଗାଲୁରୁରେ ବହୁତ ଗାଡ଼ି ରାସ୍ତାରେ ଚାଲିବାରୁ ସବୁବେଳେ ଟ୍ରାଫିକ୍‌ ସମସ୍ୟା ଭୋଗିବାକୁ ପଡ଼ୁଛି। ତେଣୁ ସେ ଏଥିରୁ ମୁକ୍ତି ପାଇବା ପାଇଁ ଘୋଡ଼ା ଚଢ଼ିବା ଶିଖିଲେ।

ରୂପେଶ ଯେତେବେଳେ ଅଫିସରେ ଘୋଡ଼ା ଚଢ଼ି ପହଞ୍ଚିଲେ ତାଙ୍କୁ ଗାର୍ଡ ବାହାରେ ଅଟକାଇ ଦେଇଥିଲେ। ପରେ ପୁଣି କୌଣସି ପ୍ରକାରରେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା।  ରୂପେଶ ଚାକିରି ଛାଡ଼ି ଏକ ନୂଆ ଷ୍ଟାର୍ଟ ଅପ୍‌ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏହି ପ୍ରଫେଶନରେ ବହୁତ ଟେନ୍‌ସନ୍‌ ନେବାକୁ ପଡ଼ୁଥିବା ଓ ବହୁରାଷ୍ଠ୍ରୀୟ କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କ କଥା କେବେ ହେଲେ ନ ବୁଝିବାରୁ ସେ ନିରାଶ ହୋଇ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story