ଆପ୍‌ ବିଧାୟକଙ୍କୁ ୬ ମାସ ଜେଲ

ନୂଆଦିଲ୍ଲୀ: ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକ ସୋମ ଦତ୍ତଙ୍କୁ ମହଙ୍ଗା ପଡ଼ିଛି। ଏହି ଗୁଣ୍ଡାଗର୍ଦ୍ଦି ପାଇଁ ସୋମଙ୍କୁ ଦିଲ୍ଲୀର ଏକ କୋର୍ଟ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ଫାଇନ ଦେବାକୁ ମଧ୍ୟ କହିଛନ୍ତି। ସୋମ ଦତ୍ତ ସଦର ବଜାର ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ସପ୍ତାହରେ ଦୁଇଥର ପାଇଁ କୌଣସି ଆପ ବିଧାୟକଙ୍କୁ ଜେଲଦଣ୍ଡ ମିଳିଛି। ନିର୍ବାଚନ କାର୍ଯ୍ୟରେ ବାଧା […]

qq

qq

Hemant Lenka
  • Published: Thursday, 04 July 2019
  • Updated: 04 July 2019, 03:11 PM IST

Sports

Latest News

ନୂଆଦିଲ୍ଲୀ: ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକ ସୋମ ଦତ୍ତଙ୍କୁ ମହଙ୍ଗା ପଡ଼ିଛି। ଏହି ଗୁଣ୍ଡାଗର୍ଦ୍ଦି ପାଇଁ ସୋମଙ୍କୁ ଦିଲ୍ଲୀର ଏକ କୋର୍ଟ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ଫାଇନ ଦେବାକୁ ମଧ୍ୟ କହିଛନ୍ତି। ସୋମ ଦତ୍ତ ସଦର ବଜାର ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି।

ଚଳିତ ସପ୍ତାହରେ ଦୁଇଥର ପାଇଁ କୌଣସି ଆପ ବିଧାୟକଙ୍କୁ ଜେଲଦଣ୍ଡ ମିଳିଛି। ନିର୍ବାଚନ କାର୍ଯ୍ୟରେ ବାଧା ଉପୁଜାଇବା ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ଆପ୍‌ ବିଧାୟକ ମନୋଜ କୁମାରଙ୍କୁ ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।

ମୁଖ୍ୟ ମେଟ୍ରୋପଲିଟାଣ୍ଡ ମାଜିଷ୍ଟ୍ରେଟ ସମର ବିଶାଲ ଜୁନ୍‌ ୨୯ରେ ସୋମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ପାଇଁ ତାଙ୍କୁ ଜାମିନ ଦେଇଥିଲେ। ୨୦୧୫ରେ ସୋମ ଦତ୍ତ ତାଙ୍କ ସମର୍ଥକଙ୍କ ସହ ମିଶି ସଞ୍ଜୀବ ରାଣା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story