ସୋମନାଥଙ୍କ ଆଗୁଆ ଜାମିନ୍ ଆବେଦନ ସୁପ୍ରିମକୋର୍ଟରେ ଖାରଜ, ସନ୍ଧ୍ୟା ସୁଦ୍ଧା ଆତ୍ମସମର୍ପଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ଲାଗିଛି ଝଟକା। ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ଆଜି ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଉ ଆଜି ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମାନାଥକୁ ଖୋଜିବା ପାଇଁ କେନ୍ଦ୍ରୀ ଗୃହ ରାଷ୍ଟ୍ରୀମନ୍ତ୍ରୀ କିରନ୍ ରିଜିଜୁ କେଜ୍ରିୱାଲ୍ ଏବଂ ଆପ୍ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ପୋଲିସର କହିବା କଥା ସୋମନାଥ […]

a1441890804

a1441890804

Rakesh Mallick
  • Published: Monday, 28 September 2015
  • Updated: 29 September 2015, 09:14 AM IST

Sports

Latest News

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ଲାଗିଛି ଝଟକା। ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ଆଜି ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଉ ଆଜି ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୋମାନାଥକୁ ଖୋଜିବା ପାଇଁ କେନ୍ଦ୍ରୀ ଗୃହ ରାଷ୍ଟ୍ରୀମନ୍ତ୍ରୀ କିରନ୍ ରିଜିଜୁ କେଜ୍ରିୱାଲ୍ ଏବଂ ଆପ୍ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ପୋଲିସର କହିବା କଥା ସୋମନାଥ ଚେହେରା ପରିବର୍ତ୍ତନ କରି ଲୁଚି ରହିଛନ୍ତି। ଅନ୍ୟପକ୍ଷରେ ସୋମନାଥଙ୍କ ଓକିଲ କହିଛନ୍ତି,ଦିଲ୍ଲୀ ପୋଲିସ ଘଟଣାର ନିରପେକ୍ଷ ତଦନ୍ତ କରୁନାହିଁ।
ସୂଚନାଯୋଗ୍ୟ, ସୋମନାଥଙ୍କ ପତ୍ନୀ ଲିପିକା ତାଙ୍କ ବିରୁଦ୍ଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ। ଏହାସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଛି। ଦିଲ୍ଲୀ ହାଇକୋର୍ଟ ସୋମନାଥଙ୍କ ଆଗୁଆ ଜାମିନ୍ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story