ସୋମନାଥ ଭାରତୀ ଆତ୍ମସମର୍ପଣ କରିଦେବା ଉଚିତ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବ ଆଇନ ମନ୍ତ୍ରୀ ତଥା ଏଏପି ବିଧାୟକ ସୋମନାଥ ଭାରତୀଙ୍କ ଅଗ୍ରୀମ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଫେରାର ହୋଇଯାଇଛନ୍ତି । ମଙ୍ଗଳବାର ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ପାଇ ନ ଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମନାଥଙ୍କୁ ଆତ୍ମସମର୍ପଣ କରିଦେବାକୁ ଅପିଲ କରିଛନ୍ତି । ବୁଧବାର କେଜ୍ରିବାଲ ଟୁଇଟ କରି […]

kejri

kejri

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 10:35 AM IST

Sports

Latest News

kejriନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବ ଆଇନ ମନ୍ତ୍ରୀ ତଥା ଏଏପି ବିଧାୟକ ସୋମନାଥ ଭାରତୀଙ୍କ ଅଗ୍ରୀମ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଫେରାର ହୋଇଯାଇଛନ୍ତି । ମଙ୍ଗଳବାର ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ପାଇ ନ ଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମନାଥଙ୍କୁ ଆତ୍ମସମର୍ପଣ କରିଦେବାକୁ ଅପିଲ କରିଛନ୍ତି । ବୁଧବାର କେଜ୍ରିବାଲ ଟୁଇଟ କରି ସୋମନାଥ ଏବେ ଦଳ ପାଇଁ ଲଜ୍ୟାର କାରଣ ବନି ଯାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସୋମନାଥ ଜେଲ ଯିବାକୁ କାହିଁକି ଡରୁଛନ୍ତି । ତାଙ୍କର ଏପରି କାର୍ଯ୍ୟ ଦଳ ଓ ପରିବାର ଲାଗି ଲଜ୍ୟାକର, ସେ ପୋଲିସକୁ ସହଯୋଗ କରିବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲଙ୍କ ଏହି ଟ୍ୱିଟ୍ ପରେ ଦଳ ସୋମନାଥ ଭାରତୀଙ୍କ ମାମଲାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି । ଏପରି ସ୍ଥିତିରେ ସୋମନାଥଙ୍କ ଲାଗି ସମସ୍ୟା ଆହୁରି ବଢିଯିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେବା ପରେ ପୋଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚିଥିଲା, ହେଲେ ସେ ଘରେ ନ ଥିଲେ । ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଫଇସାଲା ନ ଆସିବା ଯାଏଁ ଆତ୍ମସମର୍ପଣ କରିବି ନାହିଁ ବୋଲି ସୋମନାଥ କହିଛନ୍ତି । ସେ କହିଛନ୍ତି ଯେ, ବୁଧବାର ତାଙ୍କ ଓକିଲ ସୁପ୍ରିମକୋର୍ଟ ଯିବେ । ସୁପ୍ରିମକୋର୍ଟରେ ଶୁଣାଣି ପରେ ମୁଁ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ ସହିଛନ୍ତି । ଦିଲ୍ଲୀ ପୋଲିସ ରାଜନୈତିକ ଚାପରେ ମୋତେ ଗିରଫ କରି ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story