ଘର ଲୋକେ ଲୁଚାଇଥିଲେ, କିନ୍ତୁ ହଠାତ୍ ଦିନେ...

ନୂଆଦିଲ୍ଲୀ: ଯଦି କେହି ଆପଣାର ଲୋକ ଦୀର୍ଘ ବର୍ଷ ହେବ ନିଖୋଜ ଥିବେ ଓ ହଠାତ୍ ତାଙ୍କ ସହ ସାକ୍ଷାତ ହୋଇଯିବ, ତା’ହେଲେ ସେହି ସମୟର ଅନୁଭୂତିକୁ ଶଦ୍ଦରେ ପ୍ରକାଶ କରିବା କଷ୍ଟକର ହୋଇପଡ଼ିବ! ଏବେ ସୋଶାଲ୍ ମିଡିଆରେ ଏମିତି ଏକ ମୁହୂର୍ତ୍ତର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଅଛନ୍ତି। ଏହି ବ୍ୟକ୍ତି ଜଣଙ୍କ ୧୦ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ଏମିତି କଥା ତାଙ୍କ ପୁଅକୁ କୁହାଯାଇଥିଲା। […]

father

father

Jyoshna Pradhan
  • Published: Friday, 07 September 2018
  • Updated: 07 September 2018, 09:30 AM IST

Sports

Latest News

ନୂଆଦିଲ୍ଲୀ: ଯଦି କେହି ଆପଣାର ଲୋକ ଦୀର୍ଘ ବର୍ଷ ହେବ ନିଖୋଜ ଥିବେ ଓ ହଠାତ୍ ତାଙ୍କ ସହ ସାକ୍ଷାତ ହୋଇଯିବ, ତା’ହେଲେ ସେହି ସମୟର ଅନୁଭୂତିକୁ ଶଦ୍ଦରେ ପ୍ରକାଶ କରିବା କଷ୍ଟକର ହୋଇପଡ଼ିବ!

ଏବେ ସୋଶାଲ୍ ମିଡିଆରେ ଏମିତି ଏକ ମୁହୂର୍ତ୍ତର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଅଛନ୍ତି।

fatherଏହି ବ୍ୟକ୍ତି ଜଣଙ୍କ ୧୦ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ଏମିତି କଥା ତାଙ୍କ ପୁଅକୁ କୁହାଯାଇଥିଲା। କିନ୍ତୁ ସେଦିନ ତାଙ୍କ ପୁଅ ତାଙ୍କୁ କଏଦୀ ଭାବେ ଏକ ଜେଲ୍‌ରେ ଦେଖିବାକୁ ପାଇଥିଲେ। ବାପାଙ୍କୁ ଜେଲ୍‌ରେ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ କାନ୍ଦି ମଧ୍ୟ ପକାଇଥିଲେ। ସେ ବାପାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

ଫଟୋଟି ଥାଇଲାଣ୍ଡର ବୋଲି କୁହାଯାଇଛି।  ସେଠାକାର ଏକ ସ୍କୁଲର ପିଲାମାନଙ୍କୁ ‘ମୋରାଲ୍ ଏଜୁକେସନ୍‌ ଆକ୍ଟିଭିଟି’ ପାଇଁ ଜେଲ୍‌ ପରିଦର୍ଶନରେ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ବିଟା ନାମକ ଜଣେ ଛାତ୍ର ଥିଲେ। ସେହି  ଜେଲ୍‌ରେ ବାପାଙ୍କୁ କଏଦୀ ଭାବେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିଟାଙ୍କୁ ତାଙ୍କ ଘର ଲୋକେ କେବେ ବି କହି ନଥିଲେ ଯେ ତାଙ୍କ ବାପା ଜେଲ୍‌ରେ ଅଛନ୍ତି। ତାଙ୍କ ବାପା ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କୁ କୁହାଯାଇଥିଲା। ବାପାଙ୍କୁ ଦେଖିବା ପରେ ସେ ବହୁତ କାନ୍ଦିଥିଲେ।

ବାପା-ପୁଅଙ୍କ ଏହି ମିଳନ ମୁହୂର୍ତ୍ତର ଫଟୋ ଅରୋମ ଖୁନ୍‌ମୋଙ୍ଗ୍‌ ନାମକ ଜଣେ ବ୍ୟକ୍ତି ସେପ୍ଟେମ୍ୱର ୫ ତାରିଖରେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଅପଲୋଡ୍ କରିଥିଲେ। ଏହାପରେ ତାଙ୍କର ଏହି ପୋଷ୍ଟ୍‌ ଭାଇରାଲ୍ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story