ଅଶ୍ଳୀଳ ଇଙ୍ଗିତ କରୁଥିବା ସଙ୍ଗୀତ ଶିକ୍ଷକଙ୍କୁ ଛେଚିଲେ ଛାତ୍ରଛାତ୍ରୀ

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରେ ଅଶ୍ଳୀଳ ଇଙ୍ଗିତ ଓ ଶଦ୍ଦ ବ୍ୟବହାର କରୁଥିବା ଅଭିଯୋଗରେ ଜଣେ ସଙ୍ଗୀତ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ଘରୁ ବାହାରକୁ ଘୋଷାରି ଆଣି ମାଡ଼ ମାରିଛନ୍ତି। ଦୀର୍ଘଦିନ ହେବ ଛାତ୍ରୀମାନଙ୍କ ପ୍ରତି ଶିକ୍ଷକ ଜଣକ ଅଶ୍ଳୀଳ  ବ୍ୟବହାର କରୁଥିବା ନେଇ ଅଭିଯୋଗ  ହୋଇ ଆସୁଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା। ଛାତ୍ରୀମାନଙ୍କୁ ଅଶ୍ଳୀଳ ବ୍ୟବହାରକୁ ଶିକ୍ଷକ ଜଣକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଛାତ୍ରଛାତ୍ରୀମାନେ  ବହୁଦିନ ହେଲା ଫି’ ଦେଇ ନାହାନ୍ତି। ଫି’ ମାଗିବାରୁ […]

madhyaprdesh

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 01:50 PM IST

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରେ ଅଶ୍ଳୀଳ ଇଙ୍ଗିତ ଓ ଶଦ୍ଦ ବ୍ୟବହାର କରୁଥିବା ଅଭିଯୋଗରେ ଜଣେ ସଙ୍ଗୀତ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ଘରୁ ବାହାରକୁ ଘୋଷାରି ଆଣି ମାଡ଼ ମାରିଛନ୍ତି। ଦୀର୍ଘଦିନ ହେବ ଛାତ୍ରୀମାନଙ୍କ ପ୍ରତି ଶିକ୍ଷକ ଜଣକ ଅଶ୍ଳୀଳ  ବ୍ୟବହାର କରୁଥିବା ନେଇ ଅଭିଯୋଗ  ହୋଇ ଆସୁଥିଲା।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା। ଛାତ୍ରୀମାନଙ୍କୁ ଅଶ୍ଳୀଳ ବ୍ୟବହାରକୁ ଶିକ୍ଷକ ଜଣକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଛାତ୍ରଛାତ୍ରୀମାନେ  ବହୁଦିନ ହେଲା ଫି’ ଦେଇ ନାହାନ୍ତି। ଫି’ ମାଗିବାରୁ ମୋତେ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି।”

Related story