ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ଗାନ୍ଧି ପରିବାର ବୋହୁ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ସାର୍‌ ରଙ୍ଗରାମ ହସ୍ପିଟାଲ ନିଆଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆଙ୍କ ଜନ୍ମ ଇଟାଲୀରେ। ରାଜୀବଙ୍କ ମୃତ୍ୟୁର ୭ ବର୍ଷ ପରେ ୧୯୯୮ ମସିହାରେ ପ୍ରଥମେ କଂଗ୍ରେସ ମଙ୍ଗ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୦୪ ଏବଂ ୨୦୦୯ ମସିହାରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ଏହା ପୂର୍ବରୁ ୧୯୯୯ […]

sonia

sonia

Subrat Kumar Nayak
  • Published: Sunday, 02 February 2020
  • Updated: 02 February 2020, 08:00 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ଗାନ୍ଧି ପରିବାର ବୋହୁ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ସାର୍‌ ରଙ୍ଗରାମ ହସ୍ପିଟାଲ ନିଆଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆଙ୍କ ଜନ୍ମ ଇଟାଲୀରେ। ରାଜୀବଙ୍କ ମୃତ୍ୟୁର ୭ ବର୍ଷ ପରେ ୧୯୯୮ ମସିହାରେ ପ୍ରଥମେ କଂଗ୍ରେସ ମଙ୍ଗ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୦୪ ଏବଂ ୨୦୦୯ ମସିହାରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ଏହା ପୂର୍ବରୁ ୧୯୯୯ ମସିହାରେ ସେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇସାରିଥିଲେ। କିନ୍ତୁ ସେ ମୂଳତଃ ବିଦେଶୀ ହୋଇଥିବାରୁ ଦଳର ବିଜୟ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ହେବାରେ ସମସ୍ୟା ହୋଇଥିବା କୁହାଯାଏ।

ତାଙ୍କ ପରେ ତାଙ୍କ ପୁଅ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। ମାତ୍ର ଏହାର ଗୋଟିଏ ବର୍ଷ ପରେ ହିଁ ରାହୁଲ ପଦ ଛାଡ଼ିଦେଇଥିଲେ। ଏହାପରେ ବେଶ କିଛି ଦିନର ନେତୃତ୍ୱ ସଂକଟ ପରେ ସୋନିଆ ପୁଣି ଦଳର ମୁଖ୍ୟ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଜନୀତିରେ ଯୋଗଦେଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story