୭୧ ବର୍ଷରେ ସୋନିଆ: ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ। ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି।  ଦିଲ୍ଲୀରେ ଥିବା ସୋନିଆ ଗାନ୍ଧିଙ୍କ ବାସ ଭବନ ଆଗରେ କଂଗ୍ରେସ କର୍ମୀମାନେ ବାଣ ଫୁଟାଇ ନାଚି ଗାଇ ଜନ୍ମଦିନ ପାଳନ କରିଛନ୍ତି।  ଦଳର ବରିଷ୍ଠ ନେତାମାନେ ମଧ୍ୟ ସୋନିଆଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଗୁଜରାଟ ନିର୍ବାଚନରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି କିଛି ଘଣ୍ଟା ପାଇଁ ଦିଲ୍ଲୀ ଆସି ମାଆ ସୋନିଆ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ।  ପ୍ରଧାନମନ୍ତ୍ରୀ […]

sonia gandhi

sonia gandhi

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 02:47 PM IST

Sports

Latest News

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ। ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି।  ଦିଲ୍ଲୀରେ ଥିବା ସୋନିଆ ଗାନ୍ଧିଙ୍କ ବାସ ଭବନ ଆଗରେ କଂଗ୍ରେସ କର୍ମୀମାନେ ବାଣ ଫୁଟାଇ ନାଚି ଗାଇ ଜନ୍ମଦିନ ପାଳନ କରିଛନ୍ତି।  ଦଳର ବରିଷ୍ଠ ନେତାମାନେ ମଧ୍ୟ ସୋନିଆଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଗୁଜରାଟ ନିର୍ବାଚନରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି କିଛି ଘଣ୍ଟା ପାଇଁ ଦିଲ୍ଲୀ ଆସି ମାଆ ସୋନିଆ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟ୍ୱିଟ୍‌ କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos