୩୦ ବର୍ଷ ତଳେ ଏମିତି ଥିଲା ମୁମ୍ବାଇ

ମୁମ୍ବାଇ: ବର୍ତ୍ତମାନର ମୁମ୍ବାଇକୁ ପୂର୍ବରୁ ବମ୍ବେ କୁହାଯାଉଥିଲା। ସେତେବେଳର ବମ୍ବେ ସହରର ସେତେଟା ଉନ୍ନତି ହୋଇ ନ ଥିଲା। କିନ୍ତୁ ପରିବର୍ତ୍ତନ ସୁଅରେ ଧୀର ଧୀରେ ଏହାର ଦ୍ରୁତ ଉନ୍ନତି ଘଟିଲା। ଆଜି ବମ୍ବେ ବେସ୍‌ ସୁନ୍ଦର ଓ ଚାକଚକ୍ୟପୂର୍ଣ୍ଣ ସହରରେ ଗଣା ହେଉଛି। ଉଚ୍ଚ ଅଟ୍ଟାଳିକା, ବ୍ୟବସାୟିକ ପ୍ରତିଷ୍ଠାନ, ବଡ଼ ବଡ଼ ସପିଂ ମଲ, ବିଳାସମୟ ହୋଟେଲ୍ ଶୋଭାପାଉଛି। ତା ସହିତ ବଲିଉଡ୍‌ କଳାକାରମାନଙ୍କର ଝିଲ୍‌ମିଲ୍‌ ରଙ୍ଗିନ ଆସର ମୁମ୍ବାଇର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି ପ୍ରତିଦିନ। […]

d4

d4

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 08:43 PM IST

Sports

Latest News

ମୁମ୍ବାଇ: ବର୍ତ୍ତମାନର ମୁମ୍ବାଇକୁ ପୂର୍ବରୁ ବମ୍ବେ କୁହାଯାଉଥିଲା। ସେତେବେଳର ବମ୍ବେ ସହରର ସେତେଟା ଉନ୍ନତି ହୋଇ ନ ଥିଲା। କିନ୍ତୁ ପରିବର୍ତ୍ତନ ସୁଅରେ ଧୀର ଧୀରେ ଏହାର ଦ୍ରୁତ ଉନ୍ନତି ଘଟିଲା। ଆଜି ବମ୍ବେ ବେସ୍‌ ସୁନ୍ଦର ଓ ଚାକଚକ୍ୟପୂର୍ଣ୍ଣ ସହରରେ ଗଣା ହେଉଛି। ଉଚ୍ଚ ଅଟ୍ଟାଳିକା, ବ୍ୟବସାୟିକ ପ୍ରତିଷ୍ଠାନ, ବଡ଼ ବଡ଼ ସପିଂ ମଲ, ବିଳାସମୟ ହୋଟେଲ୍ ଶୋଭାପାଉଛି। ତା ସହିତ ବଲିଉଡ୍‌ କଳାକାରମାନଙ୍କର ଝିଲ୍‌ମିଲ୍‌ ରଙ୍ଗିନ ଆସର ମୁମ୍ବାଇର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି ପ୍ରତିଦିନ।

ଜାଣିଛନ୍ତି, ବମ୍ବେରୁ ମୁମ୍ବାଇ ହେବାର ୩୦ ବର୍ଷର ଯାତ୍ରାକୁ ନିଜ କ୍ୟାମେରା ଲେନ୍ସରେ ସାଉଁଟି ରଖିଛନ୍ତି ସୁନି ତାରାପୋରୱାଲା। ନିକଟରେ ମୁମ୍ବାଇ ଡିଫେନ୍‌ସ କଲୋନୀର ଭେଦହ୍ରା ଆର୍ଟ ଗ୍ୟାଲେରି ତାଙ୍କର ଏହି ଫଟୋସବୁ ପ୍ରଦର୍ଶିତ ହୋଇଛି। ଯାହାର ନାମ ରଖାଯାଇଛି ‘ହୋମ ଇନ୍‌ ଦି ସିଟି’ । ଏଥିରେ ୧୯୭୭ରୁ ୨୦୧୭ ପର୍ଯ୍ୟନ୍ତ ମୁମ୍ବାଇ ଯାତ୍ରାକୁ ସୁନି ତାରାପୋରୱାଲା ଫଟୋରେ ଦେଖାଇବାକୁ ଚେଷ୍ଟା କରିଛନ୍ତି। ସମୟ ସହିତ ତାରତମ୍ୟ ବନାଇ ରଖିବା ପାଇଁ ତାଙ୍କ ଫଟୋଗୁଡ଼ିକ କଳାଧଳା ରଙ୍ଗରେ ପ୍ରଦର୍ଶିତ ହୋଇଛି। ଏହା ୨୮ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ ମୁମ୍ବାଇରେ ଅଛନ୍ତି ତା ହେଲେ ତୁରନ୍ତ ଚାଲିଆସନ୍ତୁ । ଆଉ ଦେଖନ୍ତୁ କେମିତି ଥିଲା ଆମ ମୁମ୍ବାଇ । ଆଉ ଯଦି ଯାଇପାରୁ ନାହାନ୍ତି ତା ହେଲେ ଆମ ଏଠି ସେହି ଫଟୋଗୁଡିକ ଜରିଆରେ ଆମେ ଆପଣଙ୍କ ସେ ଦିନକୁ ନେଇଯାଉଛୁ।ଏରୋପ୍ଲେନ୍‌ ପଙ୍ଖା ତଳେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ  ବିମାନର ସିକ୍ୟୁରିଟି ଗାର୍ଡ। (୧୯୮୨ ମସିହା)ମୁମ୍ବାଇର ରେଡ୍‌ଲାଇଟ୍ ଅଞ୍ଚଳ କମାଠିପୁରା ଜନଜୀବନର ଦୃଶ୍ୟ।( ୧୯୮୭ ମସିହା)କଂଗ୍ରେସ ଦଳର ଶତବାର୍ଷିକି ପୂର୍ତ୍ତି ଅବସରରେ ଲଗାଯାଇଥିବା ଇନ୍ଦିରାଗନ୍ଧିଙ୍କ ପୋଷ୍ଟର।( ୧୯୮୫ ମସିହା)ଏ ହେଉଛି ମୁମ୍ବାଇର ମରିନ ଡ୍ରାଇଭର ଦୃଶ୍ୟ। (୧୯୭୭ ମସିହା)ଏହି ଫଟୋରେ ଜଣେ କୋଲି ସମ୍ପ୍ରଦାୟର ମହିଳାର ସୌନ୍ଦର୍ଯ୍ୟକୁ ଦର୍ଶାଯାଇଛି।( ୧୯୭୬ ମସିହା)ତାଜ୍‌ ହୋଟେଲ୍‌ର ଝରକା କୋଣରୁ ଗେଟ୍‌ ୱେ ଅଫ୍ ଇଣ୍ଡିଆ।( ୧୯୭୭ ମସିହା)

ମୁମ୍ବାଇର ମରିନ ଡ୍ରାଇଭରୁ ଆକାଶରେ ଉଡ଼ିଯାଉଥିବା ଏରୋପ୍ଲେନ୍‌କୁ ଦେଖୁଥିବା ଜଣେ ବ୍ୟକ୍ତି। କିମ୍ବଦନ୍ତି ଅଭନେତା ରାଜକାପୁରଙ୍କ ଦେଖୁଛନ୍ତି ତାଙ୍କ ଫ୍ୟାନ୍‌।ସଲାମ୍‌ ବମ୍ବେ  ଫିଲ୍ମରେ ଇର୍ଫାନ ଖାନ୍‌।( ୧୯୮୭ ମସିହା) ନିଜେ ଫଟୋ ଗ୍ରାଫର ସୁନି ତାରାପୋରୱାଲା ମୁମ୍ବାଇର ଆରବ ସଗର କୂଳରେ ଛିଡ଼ା ହୋଇଥିବା ଯୁବକମୁମ୍ବାଇର ସମୁଦ୍ର କୂଳରେ ସୁନ୍ଦର ଉପଭୋଗ କରୁଥିବା ଜଣେ ଯୁବତୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story