ପ୍ରକୃତିର କରାଳ ରୂପ : ପାହାଡ଼ ଫଟେଇ ବିଚ୍ଛୁରିତ ହେଲା ନିଆଁ ପିଣ୍ଡୁଳା, ୩ କିମି ପର୍ଯ୍ୟନ୍ତ ଖାଲି ପାଉଁଶ

ନୂଆଦିଲ୍ଲୀ: ପୁଣି ଅସହିଷ୍ଣୁ ହୋଇ ଉଠିଛି ପ୍ରକୃତି। ଦେଖାଇଛି ତାର କରାଳ ରୂପ। ଇଣ୍ଡୋନେସିଆର ବାଲି ଦ୍ୱୀପରେ ସବୁଠୁ ଶକ୍ତିଶାଳୀ ଆଗ୍ନେୟ ଉଦ୍‌ଗୀରଣ ହେବା ସମଗ୍ର ବିଶ୍ୱକୁ ଥରାଇ ଦେଇଛି। ଏହି ଦୁର୍ଘଟଣା ଘଟିବା ପରେ ସବୁଠି ଉଦ୍‌ବେଗ ପ୍ରକାଶ ପାଇଛି। ଆଗ୍ନେୟ ଉଦ୍‌ଗୀରଣ ଯୋଗୁଁ  ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୨ଟି ଅଞ୍ଚଳର ୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପରିସ୍ଥିତି ଉପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ ନଜର ରଖିଛନ୍ତି। ସେଠାରେ […]

bali-volcano-mount-agung-reuters_650x400_41511753746

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 05:35 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଅସହିଷ୍ଣୁ ହୋଇ ଉଠିଛି ପ୍ରକୃତି। ଦେଖାଇଛି ତାର କରାଳ ରୂପ। ଇଣ୍ଡୋନେସିଆର ବାଲି ଦ୍ୱୀପରେ ସବୁଠୁ ଶକ୍ତିଶାଳୀ ଆଗ୍ନେୟ ଉଦ୍‌ଗୀରଣ ହେବା ସମଗ୍ର ବିଶ୍ୱକୁ ଥରାଇ ଦେଇଛି। ଏହି ଦୁର୍ଘଟଣା ଘଟିବା ପରେ ସବୁଠି ଉଦ୍‌ବେଗ ପ୍ରକାଶ ପାଇଛି। ଆଗ୍ନେୟ ଉଦ୍‌ଗୀରଣ ଯୋଗୁଁ  ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୨ଟି ଅଞ୍ଚଳର ୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପରିସ୍ଥିତି ଉପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ ନଜର ରଖିଛନ୍ତି। ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ  ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗା ଦେବା ପାଇଁ  ପ୍ରାୟାସ କରାଯାଇଛି। ଏଥିପାଇଁ ଇଣ୍ଡୋନେସିଆ ସରକାର ସହ ଯୋଗସୂତ୍ର ରଖାଯାଛି।

ଏହି ପରିପ୍ରେକ୍ଷୀରେ ସେଠାରେ ବାଣିଜ୍ୟ ଦୂତାବାଶ ପକ୍ଷରୁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି। ଭାରତୀୟମାନେ ବ୍ୟତିବ୍ୟସ୍ତ ନ ହେବାକୁ ଜାକର୍ତ୍ତାରେ ଭାରତୀୟ ରାଷ୍ଟ୍ର ଦୂତ ପ୍ରଦୀପ ରାୱତ ଟ୍ୱିଟ୍‌ ମାଧ୍ୟମରେ ଅନୁରୋଧ କରିଛନ୍ତି। ସେ ନିଜେ ଘଟଣାର ତଦାରଖ କରୁଛନ୍ତି ବୋଲି ଟ୍ୱିଟ୍‌ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ସେହିପରି ସୁଷମା ସ୍ୱାରାଜ୍‌ ମଧ୍ୟ ଟ୍ୱିଟ୍‌ କରି ଭାରତୀୟମାନଙ୍କୁ ବ୍ୟସ୍ତ ବିବତ୍ର ନ ହେବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ରବିବାର ରାତିରେ ବାଲି ଦ୍ୱୀପ ସ୍ଥିତ ଆଗଙ୍ଗ ପାହାଡ଼ରୁ ଭୟଙ୍କର ଆଗ୍ନେୟ ଉଦ୍‌ଗୀରଣ ହୋଇଥିଲା। ଫଳରେ ଆଖପାଖ ଅଞ୍ଚଳ ଧୂଆଁ ବଳୟରେ ଆଚ୍ଛାଦିତ ହୋଇଯାଇଥିଲା। ପ୍ରାୟ ୩ କିମି ପରିଧି ମଧ୍ୟରେ ଧୂଆଁମୟ ହୋଇଯାଇଥିଲା। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁଁ ବାଲି ବିମାନବନ୍ଦରରେ ମଙ୍ଗଳବାର ଯାଏଁ ପ୍ରାୟ ୩୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରି ଦିଆଯାଇଥିଲା।

ଏହି ଆଗ୍ନେୟ ଉଦ୍‌ଗୀରଣ ସତର୍କତା ସ୍ତରଠାରୁ ସବୁଠୁ ଉଚ୍ଚରେ ରହିଥିବା ଦର୍ଶାଇଛି। ତେବେ ଏବେ ବି ବିପଦ ଟଳି ନାହିଁ ବୋଲି ଜଣାପଡ଼ିଛି।  ସେହିପରି ଆଗ୍ନେୟ ଉଦ୍‌ଗୀରଣ ଯୋଗୁ ପର୍ଯ୍ୟଟକ ଆସିବାରେ ବାଧା ଉପୁଜିଛି। କାରଣ ବାଲି ବିଶ୍ୱର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏଠାକୁ ବର୍ଷକୁ ପ୍ରାୟ ୫ ନିୟୁତ ପର୍ଯ୍ୟଟକ ଆସିଥାଆନ୍ତି।  ଆଗକୁ ଉଦ୍‌ଗୀରଣ ହେବାର ଆଶଙ୍କା ଥିବାରୁ  ପର୍ବତ ଶୃଙ୍ଗର ୧୦ କିମି ବଳୟ ମଧ୍ୟରେ  ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି। ଆଗ୍ନେୟଗିରିର ଲାଭା ତଳକୁ ବୋହି ଯାଉଥିବାରୁ ପାହାଡ଼ ନିକଟସ୍ଥ ନଦୀର ପାଣିକୁ ବ୍ୟବହାର ନ କରିବା ପାଇଁ ପରାମର୍ଷ ଦିଆଯାଇଛି। ଆଗଙ୍ଗ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଆଗ୍ନେୟଗିରିର ଧୂଆଁ ବିମାନ ପାଇଁ ବିପଦ ଆଶଙ୍କା ଥିବା ସତର୍କତା ଜାରି କରାଯାଇଛି। ଏହି ଧୂଆଁ ଯୋଗୁ ବିମାନ ନଷ୍ଟ ହୋଇ ପାରେ ବୋଲି କୁହାଯାଇଛି। ରାସ୍ତା ଉପରେ ଅଧାମିଟର ଉଚ୍ଚର ପାଉଁସ ଆସ୍ଥରଣ ଜମିଯାଇଛି। ତେବେ ଏହାର କେନ୍ଦ୍ରସ୍ଥଳରୁ ପ୍ରାୟ ୭ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story