୧୯ରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହୋଇଥିବା ଲୋକସଭା ଉପ ନିର୍ବାଚନରେ ସଫଳତା ପରେ ବିଏସପି ଓ ଏସପି ମଧ୍ୟରେ ସମ୍ପର୍କ ଆହୁରି ଘନିଷ୍ଠ ହୋଇଛି ।  ଏପରିକି ଆସନ୍ତା ସାଧାରଣ ନିର୍ବାଚନରେ ଦୁଇ ଦଳ ଏକାଠି ନିର୍ବାଚନ ଲଢିବେ।  ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଭଳି ରଣନୀତି ହୋଇଛି। ଏଥିପାଇଁ ସମାଜବାଦି ପାର୍ଟିକୁ ଯଦି କିଛି ଆସନ ଛାଡିବାକୁ ପଡେ ତେବେ ମଧ୍ୟ ଦଳ ରାଜି ହେବ ବୋଲି ମୈନପୁରୀରେ ଏକ ସଭାରେ ଉଦବୋଧନ ଦେଇ ସମାଜବାଦି ପାର୍ଟି […]

sp-bsp

sp-bsp

Rakesh Mallick
  • Published: Monday, 11 June 2018
  • Updated: 11 June 2018, 07:52 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହୋଇଥିବା ଲୋକସଭା ଉପ ନିର୍ବାଚନରେ ସଫଳତା ପରେ ବିଏସପି ଓ ଏସପି ମଧ୍ୟରେ ସମ୍ପର୍କ ଆହୁରି ଘନିଷ୍ଠ ହୋଇଛି ।  ଏପରିକି ଆସନ୍ତା ସାଧାରଣ ନିର୍ବାଚନରେ ଦୁଇ ଦଳ ଏକାଠି ନିର୍ବାଚନ ଲଢିବେ।  ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଭଳି ରଣନୀତି ହୋଇଛି। ଏଥିପାଇଁ ସମାଜବାଦି ପାର୍ଟିକୁ ଯଦି କିଛି ଆସନ ଛାଡିବାକୁ ପଡେ ତେବେ ମଧ୍ୟ ଦଳ ରାଜି ହେବ ବୋଲି ମୈନପୁରୀରେ ଏକ ସଭାରେ ଉଦବୋଧନ ଦେଇ ସମାଜବାଦି ପାର୍ଟି ନେତା ଅଖିଲେଶ ଯାଦବ କହିଛନ୍ତି । ଉତ୍ତରପ୍ରଦେଶର କଇରାନା, ଫୁଲପୁର ଓ ଗୋରଖପୁର ଲୋକସଭା ଉପନିର୍ବାଚନରେ ବିଏସପି-ଏସପି ମେଣ୍ଟ ବିଜେପିକୁ ପରାସ୍ତ କରିଥିଲା  ସେପଟେ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ  ଏହି ମେଣ୍ଟ ତିଷ୍ଠିବ ନାହିଁ ବୋଲି ବିଜେପି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos