ଆମେରିକା ଓ ଇଟାଲୀ ପରେ ଚାଇନାକୁ ବଳିଗଲା ସ୍ପେନ

ରୋମ: ମହମାରୀ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚାଇନା ତୁଳନାରେ ଏବେ ସ୍ପେନ୍‌ ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲୀ ସ୍ଥିତି ଚାଇନା ଠାରୁ ବଳି ଯାଇଥିଲା। ଏବେ ସ୍ପେନ ମଧ୍ୟ ଚାଇନାକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ ୨୪ ଘଣ୍ଟାରେ ୫,୦୮୫ ଜଣ କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୫୩୭ ଜଣ ଲୋକ ପ୍ରାଣ ହରାଇଛି। ବିଶ୍ୱ […]

y

y

Hemant Lenka
  • Published: Monday, 30 March 2020
  • Updated: 30 March 2020, 08:54 PM IST

Sports

Latest News

ରୋମ: ମହମାରୀ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚାଇନା ତୁଳନାରେ ଏବେ ସ୍ପେନ୍‌ ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲୀ ସ୍ଥିତି ଚାଇନା ଠାରୁ ବଳି ଯାଇଥିଲା। ଏବେ ସ୍ପେନ ମଧ୍ୟ ଚାଇନାକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ ୨୪ ଘଣ୍ଟାରେ ୫,୦୮୫ ଜଣ କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୫୩୭ ଜଣ ଲୋକ ପ୍ରାଣ ହରାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଏଯାଏ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୧୯୫ ଜଣ ରୋଗୀ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୭,୩୪୦ ଛୁଇଁଛି।

୧୬,୭୮୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୧, ୦୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୫,୨୩୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧, ୪୭୦ ଥିବା ବେଳେ ମୃତ୍ୟୁସଂଖ୍ୟା ୩୩୦୪ ରହିଛି। ସେହିପରି ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୪, ୪୯୯ ଓ ମୃତ୍ୟୁସଂଖ୍ୟା ୨,୬୦୨। ଇଟାଲୀରେ କରୋନା ପଞ୍ଝାରେ ୯୭, ୬୮୯ ଜଣ ପଡ଼ିଥିବା ବେଳେ ମୃତ୍ୟୁସଂଖ୍ୟା ୧୦,୭୭୯ରେ ପହଞ୍ଚି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story