ଏମିତି ନୋଟ୍‌ ଯାହା ଆପଣଙ୍କୁ କରିଦେବ କୋଟିପତି

ଆଜିକାଲି ଟଙ୍କାଟେର ମୂଲ୍ୟ କିଛି ନିହିଁ। ମହଙ୍ଗା ଜମାନାରେ ଟଙ୍କା ୫୦୦ ନେଇ ପରିବା କିଣିବାକୁ ଗଲେ ବ୍ୟାଗ୍‌ ଫୁଲ୍‌ ହେଉନାହିଁ। ହେଲେ ଆମେ ଏକ ଟଙ୍କିକିଆ ନୋଟ୍‌ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ କୋଟିପତି ବନାଇ ଦେବ। ହେଲେ ଏଥିପାଇଁ ଆପଣଙ୍କ ଲକ୍‌ ବି ଆପଣଙ୍କ ସାଥ ଦେବା ଆବଶ୍ୟକ। କାରଣ ସବୁ ଟଙ୍କିକିଆ ନୋଟ୍‌ ଆପଣଙ୍କୁ କୋଟିପତି କରିପାରିବ ନାହିଁ। କିଛି ଖାସ୍‌ ନୋଟ୍‌ରେ ରହିଛି କିଛି ବିଶେଷ ସୁବିଧା। ପ୍ରକୃତ କଥା […]

one-rupee-note_1511248843 (1)

one-rupee-note_1511248843 (1)

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 10:09 PM IST

Sports

Latest News

ଆଜିକାଲି ଟଙ୍କାଟେର ମୂଲ୍ୟ କିଛି ନିହିଁ। ମହଙ୍ଗା ଜମାନାରେ ଟଙ୍କା ୫୦୦ ନେଇ ପରିବା କିଣିବାକୁ ଗଲେ ବ୍ୟାଗ୍‌ ଫୁଲ୍‌ ହେଉନାହିଁ। ହେଲେ ଆମେ ଏକ ଟଙ୍କିକିଆ ନୋଟ୍‌ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ କୋଟିପତି ବନାଇ ଦେବ। ହେଲେ ଏଥିପାଇଁ ଆପଣଙ୍କ ଲକ୍‌ ବି ଆପଣଙ୍କ ସାଥ ଦେବା ଆବଶ୍ୟକ। କାରଣ ସବୁ ଟଙ୍କିକିଆ ନୋଟ୍‌ ଆପଣଙ୍କୁ କୋଟିପତି କରିପାରିବ ନାହିଁ। କିଛି ଖାସ୍‌ ନୋଟ୍‌ରେ ରହିଛି କିଛି ବିଶେଷ ସୁବିଧା।

ପ୍ରକୃତ କଥା ହେଲା ଏହି ଟଙ୍କିକିଆ ନୋଟ୍‌ର ନମ୍ବର ବହୁତ ଦୃଲଭ। ଏଥିପାଇଁ ଯିଏ ଏହି ନୋଟ୍‌ ପାଇଥାନ୍ତି, ସେହି ସିରିୟଲ ନମ୍ବର ନୋଟ ସଂଗ୍ରହ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ଏପରି ନୋଟ୍‌ ସଂଗ୍ରହ କରିଥାନ୍ତି। ଏଥିପାଇଁ ସେମାନେ କିଛି ବି ମୂଲ୍ୟ (କୋଟି କୋଟି ଟଙ୍କା) ଦେବାକୁ ରାଜି ହୋଇଯାଇଥାନ୍ତି।

ଯେଉଁ ନୋଟ୍‌ର ସିରିୟଲ ନମ୍ବର ଶେଷରେ ୭୮୯ କିମ୍ବା ଆଗରେ ୦୦୦୦୦୦ ଥିବ ସେ ନୋଟ୍‌କୁ ଦୃର୍ଲଭ ବୋଲି ଲୋକେ ଭାବିଥାନ୍ତି। ଏମିତି କିଛି ନୋଟ୍‌ ଅଛି ଯାହା ଉପରେ ପ୍ରିଣ୍ଟ ବେଳେ କାଳି ପଡି ଯାଇଥାଏ ଓ ଏହାର ସିରିୟଲ ନମ୍ବର ଦୃର୍ଲଭ ହୋଇଥାଏ। ସେହିପରି କିଛି ନୋଟ୍‌ ଯାହାର ନମ୍ବରରେ ସିରିୟଲ ସଂଖ୍ୟା ନଥାଏ ତାହା ମଧ୍ୟ ବହୁତ ଦରରେ ବିକ୍ରି ହୋଇଥାଏ। ମିସ୍‌ ପ୍ରିଣ୍ଟ ହୋଇଥିବା ନୋଟ୍‌ ଗୁଡିକ ମଧ୍ୟ ବହୁତ ମୂଲ୍ୟରେ ବିକ୍ରି ହୋଇଥାଏ।

ଏପରି ନୋଟ୍‌ଇ-କମର୍ସ ୱେବସାଇଟ୍‌ ‘E-Bay’ ରେ ବିକ୍ରି ହେଉଛି। ଏଠାରେ ଏକ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦୃର୍ଲଭ ନୋଟ୍‌ ନିଲଶମ ହୋଇଥାଏ। ଅର୍ଥ ମନ୍ତ୍ରାଳୟର ପୂର୍ବ ସଚିବ ଏମ୍‌. ସିଂହ ଆଲ୍ଲୁୱାଲିୟାଙ୍କ ଦସ୍ତଖତ ଥିବା ଏକ ଟଙ୍କିକିଆ ନୋଟ୍‌ ୧୨୯୯ ଟଙ୍କାରେ ଏହି ସାଇଟ୍‌ରେ ବିକ୍ରି ହୋଇଛି। ୧୯୭୧ ମସିହାର ଏକ ଟଙ୍କିକିଆ ନୋଟ୍‌ ୨୫,୦୦୦ ଟଙ୍କାରେ ବିକ୍ରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story