‘ବିକ୍ରମ’ ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ

ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟା୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ଚନ୍ଦ୍ରଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି, ସେ ହିଁ ଇସ୍ରୋ ଏବଂ ବିକ୍ରମ ମଧ୍ୟରେ ସମ୍ପର୍କ ସ୍ଥାପନା କରାଇ ପାରିବେ। ବିଭିନ୍ନ ପ୍ରାର୍ଥନା ମଧ୍ୟରେ ଅଭିଷେକ ମଧ୍ୟ […]

chandranar

chandranar

Subrat Kumar Nayak
  • Published: Tuesday, 10 September 2019
  • Updated: 10 September 2019, 10:28 PM IST

Sports

Latest News

ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟା୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ଚନ୍ଦ୍ରଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି, ସେ ହିଁ ଇସ୍ରୋ ଏବଂ ବିକ୍ରମ ମଧ୍ୟରେ ସମ୍ପର୍କ ସ୍ଥାପନା କରାଇ ପାରିବେ।

ବିଭିନ୍ନ ପ୍ରାର୍ଥନା ମଧ୍ୟରେ ଅଭିଷେକ ମଧ୍ୟ କରାଯାଇଥିଲା। ଲୋକେ ମହୁ ଏବଂ ଚନ୍ଦନ ଆଦି ଲାଗି କରି ପୂଜାର୍ଚ୍ଚନା କରିଥିଲେ। ଶେଷରେ ଅନ୍ନ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା।

ଏଠାରେ ଥିବା କୈଲାଶନାଥ ମନ୍ଦିରରେ ଚନ୍ଦ୍ର ପାର୍ଶ୍ୱ ଦେବତା ଭାବେ ପୂଜା ପାଉଛନ୍ତି। ଏଠାରେଥିବା ନବ ଗ୍ରହ ମନ୍ଦିର ମଧ୍ୟ ଚନ୍ଦ୍ରଙ୍କ ପାଇଁ ଗୋଟିଏ ଉତ୍ସର୍ଗୀକୃତ। ଏହି ମନ୍ଦିରର ନାମ ‘ଚନ୍ଦ୍ରନାର’ ରଖାଯାଇଛି।

ମନ୍ଦିର ପରିଚାଳକ ଭି କାନ୍ନନ୍‌ କହିଛନ୍ତି, ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଆମେ ନିଷ୍ପତ୍ତି ନେଇଥିଲୁ ଚନ୍ଦ୍ରଙ୍କ ହସ୍ତକ୍ଷେପ ଲୋଡ଼ି ତାଙ୍କ ନିକଟରେ ସ୍ୱତନ୍ତ୍ର ପ୍ରାର୍ଥନା କରିବୁ। ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ ଯେ, ଏହି ପୂଜା ସୋମବାର ଦିନ ହୋଇଥିଲା। ତାମିଲରେ ‘ଥିଙ୍ଗାଲ’ ଶବ୍ଦର ଅର୍ଥ ଉଭୟ ଚନ୍ଦ୍ର ଏବଂ ସୋମବାରକୁ ବୁଝାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story