ଏଣିକି ଟ୍ରେନରେ ଘରକୁ ବାହୁଡ଼ିବେ ବାହାରେ ଫସିଥିବା ଲୋକେ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ଦେଶରେ ବିଭିନ୍ନ ପ୍ରାନ୍ତରେ ଫସିଥିବା ଶ୍ରମିକ, ଶିକ୍ଷାର୍ଥୀ, ତୀର୍ଥ ଯାତ୍ରୀ ଓ ଅନ୍ୟ ଲୋକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦିନ ତଳେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ବସ୍‌ରେ ଯିବାକୁ ଅନୁମତି ଦେଇଥିଲେ। ହେଲେ ଏବେ ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିବେ। ଏହି ଟ୍ରେନକୁ ବ୍ୟବହାର କରି ଲୋକମାନେ ନିଜ ନିଜ ରାଜ୍ୟକୁ […]

fs

fs

Hemant Lenka
  • Published: Friday, 01 May 2020
  • Updated: 01 May 2020, 06:02 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ଦେଶରେ ବିଭିନ୍ନ ପ୍ରାନ୍ତରେ ଫସିଥିବା ଶ୍ରମିକ, ଶିକ୍ଷାର୍ଥୀ, ତୀର୍ଥ ଯାତ୍ରୀ ଓ ଅନ୍ୟ ଲୋକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦିନ ତଳେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ବସ୍‌ରେ ଯିବାକୁ ଅନୁମତି ଦେଇଥିଲେ।

ହେଲେ ଏବେ ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିବେ। ଏହି ଟ୍ରେନକୁ ବ୍ୟବହାର କରି ଲୋକମାନେ ନିଜ ନିଜ ରାଜ୍ୟକୁ ଫେରି ପାରିବେ ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏନେଇ ଆଜି ବିଶ୍ଁ ଶ୍ରମିକ ଦିବସରେ କେନ୍ଦ୍ର ସରକାର ୬ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆରମ୍ଭ କରିଛନ୍ତି। ଲିଙ୍ଗାମପାଲ୍ଲୀଠାରୁ ହଟିଆ, ନାଶିକଠାରୁ ଲକ୍ଷ୍ନୌ, ନାଶିକ ଠାରୁ ଭୋପାଲ, ଅଲୁଭା ଠାରୁ ଭୁବନେଶ୍ୱର, ଜୟପୁର ଠାରୁ ପାଟନା ଓ କୋଟାଠାରୁ ହଟିଆ ମଧ୍ୟରେ ଯାତାୟାତ କରିବ।

ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ବାହାର ରାଜ୍ୟରେ ଫସିଥିବା ଲୋକେ ଆଜିଠାରୁ ଟ୍ରେନ ଜରିଆରେ ନିଜ ନିଜ ରାଜ୍ୟକୁ ଫେରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନଗୁଡ଼ିକର ନାଁ ଶ୍ରମିକ ସ୍ପେଶାଲ୍ସର ନାଁ ଦିଆଯିବ।

ଏନେଇ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଉଭୟ ରେଲୱେ ବୋର୍ଡ-ସଂପୃକ୍ତ ରାଜ୍ୟ ମିଳିତ ଭାବେ ଟ୍ରେନ ଚଳାଚଳ ଉପରେ କାମ କରିବେ। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ଲୋକଙ୍କୁ ନବା ଆଣିବା କରାଯିବ। ଯାତ୍ରା ପୂର୍ବରୁ ଯାତ୍ରୀମାନଙ୍କ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁରକ୍ଷା ସ୍ପଷ୍ଟ ହେବା ଜରୁରୀ। ସେହିପରି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବେ ଓ ଯାତ୍ରା ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଟ୍ରେନରେ ଯିବାକୁ ଥିବା ଲୋକମାନେ ମାସ୍କ ପିନ୍ଧିବେ। ସେହିପରି ସେମାନଙ୍କୁ ସାନିଟାଇଜର ଦିଆଯିବ। ଟ୍ରେନରେ ବସିବା ପୂର୍ବରୁ ସମସ୍ତଙ୍କୁ ପ୍ୟାକେଟ ଖାଦ୍ୟ ଦିଆଯିବ। କେବଳ ନନ ଏସି କୋଚରେ ଯାତ୍ରା କରିହେବ। ପ୍ରତି କୋଚର ଗୋଟିଏ ଧାଡ଼ିରେ ୬ ଜଣ ଲୋକ ରହିପାରିବେ ବୋଲି ସେ କହିଛନ୍ତି।

ଆଜି ପ୍ରଥମ ଦିନରେ ତେଲେଙ୍ଗାନାରୁ ଝାରଖଣ୍ଡକୁ ସ୍ୱତନ୍ତ୍ର ଟ୍ରେନରେ ୧୨ଶହ ଲୋକ ଯାତ୍ରା ଆରମ୍ଭ କରିଛନ୍ତି। ଭୋଟର ୪.୩୦ରୁ ଟ୍ରେନ ଗଡ଼ିଛି। ଏମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟ୍ରେନରେ ବସିବାକୁ ଅନୁମତି ଦିଆଯାଇଛି।

ସେହିପରି ଦ୍ୱିତୀୟ ଟ୍ରେନର ଏର୍ଣ୍ଣାକୁଲମରୁ ଓଡ଼ିଶା ଅଭିମୁଖେ ସନ୍ଧ୍ୟା ୬ଟାରେ ଯାତ୍ରା ଆରମ୍ଭ କରିବେ। ଏଥିପରେ ପ୍ରାୟ ୧ ହଜାର ଯାତ୍ରୀ ଯାତ୍ରା କରିବେ।

ବିଭିନ୍ନ ଜୋନରେ ଥିବା ରେଲୱେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ରାଜ୍ୟଗୁଡ଼ିକ ଦାବି କରିବାକୁ ରେଳବାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story