ପରିବାରବାଦ: ୩୫ ବର୍ଷ ସମ୍ଭାଳିଥିଲେ ବାପା,ଏବେ ପୁଅକୁ ମିଳିଲା ଦାୟିତ୍ୱ

ଚେନ୍ନାଇ: ପରିବାରବାଦର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମକେ ପରିବାରବାଦକୁ ଖୋଲା ପ୍ରୋତ୍ସାହନ ଦେଇଛି। ଯେଉଁ ଡିଏମକେ ଯୁବ ବାହିନୀର ମୁଖ୍ୟ ଭାବେ ଏମକେ ଷ୍ଟାଲିନ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ, ଏବେ ଏହାର ଦାୟିତ୍ୱ ତାଙ୍କ ପୁଅ ତଥା ଅଭିନେତା ଉଦୟନିଧିଙ୍କୁ ମିଳିଛି। ତାଙ୍କୁ ଡିଏମକେ ଯୁବ ବାହିନୀର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସଚିବ ପଦରେ ଷ୍ଟାଲିନ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ […]

qw

qw

Hemant Lenka
  • Published: Thursday, 04 July 2019
  • Updated: 04 July 2019, 04:12 PM IST

Sports

Latest News

ଚେନ୍ନାଇ: ପରିବାରବାଦର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମକେ ପରିବାରବାଦକୁ ଖୋଲା ପ୍ରୋତ୍ସାହନ ଦେଇଛି। ଯେଉଁ ଡିଏମକେ ଯୁବ ବାହିନୀର ମୁଖ୍ୟ ଭାବେ ଏମକେ ଷ୍ଟାଲିନ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ, ଏବେ ଏହାର ଦାୟିତ୍ୱ ତାଙ୍କ ପୁଅ ତଥା ଅଭିନେତା ଉଦୟନିଧିଙ୍କୁ ମିଳିଛି। ତାଙ୍କୁ ଡିଏମକେ ଯୁବ ବାହିନୀର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ସଚିବ ପଦରେ ଷ୍ଟାଲିନ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ୪୨ ବର୍ଷୀୟ ଉଦୟନିଧି ତାଙ୍କ ଜେଜେ ବାପା ପ୍ରତିଷ୍ଠା କରିଥିବା ଡିଏମକେର ମୁରାସୋଲି ଟ୍ରଷ୍ଟର ଏମ.ଡି. ଅଛନ୍ତି। ଡିଏମକେର ଶୀର୍ଷ ପଦ ପଦବୀ ପୂରା କରୁଣାନିଧଙ୍କ ପରିବାରର ଦଖଲରେ ରହିଛି। ଷ୍ଟାଲିନଙ୍କ ଭଉଣୀ କାନମୋଝୀ ଲୋକସଭା ସାଂସଦ ରହିଛନ୍ତି। ତାଙ୍କ ଭଣଜା ଦୟାନିଧି ମାରାନ ୩ଥର ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ।

ସେହିପରି ଷ୍ଟାଲିନଙ୍କ ବଡ଼ଭାଇ ଏମକେ ଆଲାଗିରି ସାଂସଦ ରହିଛନ୍ତି। ଅବଶ୍ୟ ଡିଏମକେ ସୁପ୍ରିମୋ ପଦ ପାଇଁ ଆଲାଗିରି ଓ ଷ୍ଟାଲିନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ତାଙ୍କୁ ଦଳରୁ ବିଦା କରାଯାଇଛି।

ଗତମାସରେ ଡିଏମକେ ଯୁବ ବାହିନୀର ସଚିବ ଭାବେ କାର୍ଯ୍ୟ କରୁଥିବା ଭେଲ୍ଲାକୋଭିଲ ସାମିନାଥନ ନିଜ ପଦରୁ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଉଦୟନିଧି ଉକ୍ତ ପଦରେ ନିଯୁକ୍ତ ହୋଇ ବିଧିବଦ୍ଧ ଭାବେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story