‘ଟାଇମ୍‌’ର ୧୦୦ ଶ୍ରେଷ୍ଠ ସ୍ଥାନ ମଧ୍ୟରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନ୍ୟୂୟର୍କ: ଗୁଜରାଟରେ ଥିବା ୫୯୭ ଫୁଟ୍‌ ଉଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଏବଂ ମୁମ୍ବାଇର ସୋହୋ ହାଉସ୍‌ ଟାଇମ୍ ପତ୍ରିକାର ଶ୍ରେଷ୍ଠ ୧୦୦ ସ୍ଥାନ ମଧ୍ୟରେ ତାଲିକାଭୁକ୍ତ ହୋଇଛି। ଏଥିରେ ୧୦୦ଟି ନୂତନ ଏବଂ ନୂତନ ‘ପ୍ରଶଂସନୀୟ ଗନ୍ତବ୍ୟସ୍ଥଳ’କୁ ସାମିଲ କରାଯାଇଛି। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଏବଂ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ଗୃହମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି। ଭାରତର ‘ଲୌହ ମାନବ’ […]

Statue-of-unity

Statue-of-unity

Subrat Kumar Nayak
  • Published: Wednesday, 28 August 2019
  • Updated: 28 August 2019, 08:48 PM IST

Sports

Latest News

ନ୍ୟୂୟର୍କ: ଗୁଜରାଟରେ ଥିବା ୫୯୭ ଫୁଟ୍‌ ଉଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଏବଂ ମୁମ୍ବାଇର ସୋହୋ ହାଉସ୍‌ ଟାଇମ୍ ପତ୍ରିକାର ଶ୍ରେଷ୍ଠ ୧୦୦ ସ୍ଥାନ ମଧ୍ୟରେ ତାଲିକାଭୁକ୍ତ ହୋଇଛି। ଏଥିରେ ୧୦୦ଟି ନୂତନ ଏବଂ ନୂତନ ‘ପ୍ରଶଂସନୀୟ ଗନ୍ତବ୍ୟସ୍ଥଳ’କୁ ସାମିଲ କରାଯାଇଛି।

‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଏବଂ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ଗୃହମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି। ଭାରତର ‘ଲୌହ ମାନବ’ ରୂପେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶ ସ୍ୱାଧୀନତାରେ ବଡ଼ ଭୂମିକା ନିଭାଇଥିଲେ। ଆଧୁନିକ ଭାରତ ପାଇଁ ସେ ବିଭିନ୍ନ ଛୋଟ ଛୋଟ ରାଜତନ୍ତ୍ର ଶାସିତ ରାଜ୍ୟକୁ ଭାରତ ସହିତ ମିଶାଇଥିଲେ।

ଏହି ବହୁ ଚର୍ଚ୍ଚିତ ମୂର୍ତ୍ତିକୁ ଅକ୍ଟୋବର ୩୧ ତାରିଖରେ ଲୋକାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଖବର ପାଇ ଖୁସି ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟର ଯୋଗେ କହିଛନ୍ତ, ଜାଣିକରି ଖୁସି ହେଲି ଏହା ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନ ପାଇଛି। ଗୋଟିଏ ଦିନରେ ଥରେ ୩୪୦୦୦ ଲୋକ ଏହି ସ୍ଥାନକୁ ବୁଲିବାକୁ ଯାଇଥିବା ସେ ଏହି ଟ୍ୱିଟ୍‌ରେ ଲେଖିଛନ୍ତି। ଶେଷ ଖବର ସୁଦ୍ଧା ୨ ଲକ୍ଷ ୬୦ ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଯାଇସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story