ଆରବିଆଇକୁ ଲୁଟ୍‌ କରିବା କିଛି ଫାଇଦା ଦେବନି: ରାହୁଲ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କାର ଫଣ୍ଡ ଟ୍ରାନ୍ଫଫର କରିବକୁ ନିଷ୍ପତ୍ତି ନେବାପରେ କଡ଼ା ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଲୁଟ୍‌ କରିବାରେ କିଛି ମଧ୍ୟ ଫାଇଦା ହେବନି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ସମାଲୋଚନା କରି ୨୦୧୯ ବଜେଟ୍‌ ସହିତ ଲିଙ୍କ କରାଯାଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଭଳି ବୃହତ୍‌ ପରିମାଣର […]

rahul gandhi(1)

rahul gandhi(1)

Subrat Kumar Nayak
  • Published: Tuesday, 27 August 2019
  • Updated: 27 August 2019, 04:07 PM IST

Sports

Latest News

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କାର ଫଣ୍ଡ ଟ୍ରାନ୍ଫଫର କରିବକୁ ନିଷ୍ପତ୍ତି ନେବାପରେ କଡ଼ା ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଲୁଟ୍‌ କରିବାରେ କିଛି ମଧ୍ୟ ଫାଇଦା ହେବନି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ସମାଲୋଚନା କରି ୨୦୧୯ ବଜେଟ୍‌ ସହିତ ଲିଙ୍କ କରାଯାଇଛି।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଭଳି ବୃହତ୍‌ ପରିମାଣର ଫଣ୍ଡ ଟ୍ରାନ୍ସଫର ପାଇଁ ନିଷ୍ପତ୍ତି ନେବା ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି, “ଆରବିଆଇ ପକ୍ଷରୁ ସରକାରଙ୍କୁ ଦିଆଯିବାକୁ ଥିବା୧.୭୬ ଲକ୍ଷ କୋଟି ଟଙ୍କା, ବଜେଟ୍‌ ୨୦୧୯ରେ ମେଳ ଖାଉନଥିବା ଅର୍ଥର ପରିମାଣ ସହ ସମାନ। ଏହି ଟଙ୍କା କେଉଁଥିରେ ଖର୍ଚ୍ଚ ହୋଇଛି? ଏହା ବଜେଟ୍‌ରୁ ଗାୟବ୍‌ କାହିଁକି ଥିଲା?” ଏଥିରେ ଆହୁରି ମଧ୍ୟ କୁହାଯାଇଛି, ଆରବିଆଇକୁ ଲୁଟ୍‌ କରିବା ଆମ ଅର୍ଥନୀତିକୁ ଆହୁରି ପଛକୁ ନେଇଯିବ ଏବଂ ବ୍ୟାଙ୍କମାନଙ୍କ କ୍ରେଡିଟ୍‌ ରେଟିଙ୍ଗ ହ୍ରାସ କରାଇବ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ସୃଷ୍ଟି କରିଥିବା ଆର୍ଥିକ ବିପର୍ଯ୍ୟୟର ସମାଧାନ ପାଇଁ ଏବେ ନିଜେ ବାଟ ପାଉନାହାନ୍ତି। ସେ କହିଛନ୍ତି, ଡିସ୍‌ପେନ୍‌ସାରୀରୁ ବ୍ୟାଣ୍ଡ୍‌-ଏଡ୍‌ ଚୋରି କରି ସେଇଠି ଖଣ୍ଡିଆରେ ଲଗାଇବା ପରି କଥା ହୋଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଏହି ୧.୭୬ ଲକ୍ଷ କୋଟି ଟଙ୍କା ବିଜେପିର ଅନ୍ତରଙ୍ଗ ବନ୍ଧୁମାନଙ୍କ ପାଇଁ ନିବେଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story