ଟ୍ରେନ୍‌ରେ ଯାତ୍ରା କରୁଥିଲେ ଜାଣନ୍ତୁ ଏହିସବୁ ଦରକାରୀ ନିୟମ: ଟିଟିଇ ବି ହଇରାଣ କରିପାରିବେ ନାହିଁ

ନୂଆଦିଲ୍ଲୀ: ବିମାନ ସେବା ଅପେକ୍ଷାକୃତ ମହଙ୍ଗା ହୋଇଥିବାରୁ ଅଧିକାଂଶ ଲୋକ ଦୂରଯାତ୍ରା ପାଇଁ ବସ୍‌ କିମ୍ବା ଟ୍ରେନ୍ ଉପରେ ନିର୍ଭର କରନ୍ତି। କିନ୍ତୁ ବସ୍‌ ସବୁସ୍ଥାନକୁ ସବୁବେଳେ ଉପଲବ୍ଧ ହୋଇ ନଥାଏ। ତେଣୁ ଦୂରଯାତ୍ରା ପାଇଁ ଟ୍ରେନ୍‌ ହିଁ ଏକମାତ୍ର ବିକଳ୍ପ ହୋଇଥାଏ। ଟ୍ରେନ୍‌ରେ ଗଲାବେଳ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି। ଯାହାକୁ ଭଲଭାବେ ନ ଜାଣି ଯାତ୍ରା କଲେ ଆପଣ ହଇରାଣରେ ପଡ଼ିପାରନ୍ତି। ଯଦି ଆପଣ ଏସବୁ ନିୟମ ପୂର୍ବରୁ ଜାଣିଥିବେ ତେବେ ଆରାମ୍‌ରେ ରେଳଗାଡ଼ିରେ […]

women (1)

women (1)

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 10:37 AM IST

Sports

Latest News

ନୂଆଦିଲ୍ଲୀ: ବିମାନ ସେବା ଅପେକ୍ଷାକୃତ ମହଙ୍ଗା ହୋଇଥିବାରୁ ଅଧିକାଂଶ ଲୋକ ଦୂରଯାତ୍ରା ପାଇଁ ବସ୍‌ କିମ୍ବା ଟ୍ରେନ୍ ଉପରେ ନିର୍ଭର କରନ୍ତି। କିନ୍ତୁ ବସ୍‌ ସବୁସ୍ଥାନକୁ ସବୁବେଳେ ଉପଲବ୍ଧ ହୋଇ ନଥାଏ। ତେଣୁ ଦୂରଯାତ୍ରା ପାଇଁ ଟ୍ରେନ୍‌ ହିଁ ଏକମାତ୍ର ବିକଳ୍ପ ହୋଇଥାଏ। ଟ୍ରେନ୍‌ରେ ଗଲାବେଳ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି। ଯାହାକୁ ଭଲଭାବେ ନ ଜାଣି ଯାତ୍ରା କଲେ ଆପଣ ହଇରାଣରେ ପଡ଼ିପାରନ୍ତି। ଯଦି ଆପଣ ଏସବୁ ନିୟମ ପୂର୍ବରୁ ଜାଣିଥିବେ ତେବେ ଆରାମ୍‌ରେ ରେଳଗାଡ଼ିରେ ଯାତ୍ରା କରିପାରିବେ। ଟିଟିଇ କିମ୍ବା ରେଳବିଭାଗର କୌଣସି ଅସାଧୁ କର୍ମଚାରୀ ଆପଣଙ୍କ ସହିତ ଚଞ୍ଚକତା କରିପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ନିୟମଗୁଡିକ ବିଷୟରେ।

୧. ଯଦି ଆପଣ ଟିକେଟ ନେଲା ପରେ ରେଳଗାଡ଼ିରେ ଯାତ୍ରା କରିପାରନ୍ତି ନାହିଁ, ତେବେ ଦୁଇଟି ଷ୍ଟପେଜ୍‌ ପର୍ଯ୍ୟନ୍ତ ଆପଣଙ୍କ ସିଟ୍ ଖାଲି ପଡ଼ିଥିବ। ଟିଟିଇ ଏକ ଘଣ୍ଟା ପାଇଁ ଆପଣଙ୍କ ସିଟ୍‌ କାହାକୁ ଦେଇପାରିବେ ନାହିଁ। ଆପଣ ଚାହିଁଲେ ଆଗ ଷ୍ଟେସନ୍‌ରେ ଗାଡ଼ିରେ ଚଢ଼ି ପାରିବେ।

୨. ଯଦି ଆପଣ ଟ୍ରେନ୍‌ ମିସ୍‌ କରିଯାଆନ୍ତି ତେବେ ଆପଣଙ୍କୁ ଟିଜିଆର୍‌(ଟିକଟ ଡିପୋଜିଟ୍‌ ରିସିଟ୍‌) ଫାଇଲ୍‌ କରିବାକୁ ପଡ଼ିବ। ଏହା ମଞ୍ଜୁର ହେଲେ ଆପଣଙ୍କ ମୂଳ ଭଡ଼ାଠାରୁ ୫୦ ପ୍ରତିଶତ ଫେରସ୍ତ ପାଇପାରିବେ।

୩. ରେଳବାଇର ନିୟମାନୁସାରେ ଯେଉଁ ଯାତ୍ରୀ ମିଡିଲ୍‌ ବର୍ଥ ରିଜର୍ଭ କରିଥିବେ, ସେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଜ ସିଟ୍‌ରେ ଶୋଇପାରିବେ। ଏହାପରେ ଅନ୍ୟ ଯାତ୍ରୀ ଲୋୟର ବର୍ଥରେ ଠିକ୍‌ସେ ବସିବା ପାଇଁ ସିଟ୍‌କୁ ଡାଉନ୍‌ କରିବାକୁ ପଡ଼ିଥାଏ।

୪. ଯଦି ଯାତ୍ରୀଙ୍କ ଟିକେଟ୍‌ ହଜିଯାଏ, ତେବେ ୨୪ ଘଣ୍ଟା ପୂର୍ବରୁ ବୋଡ଼ିଂ ଷ୍ଟେସନ୍‌ର ଚିଫ୍‌ ରିଜର୍ଭେସନ ସୁପରଭାଇଜରଙ୍କ ନିକଟରେ ଡୁପ୍ଲିକେଟ୍‌ ଟିକେଟ ଆବେଦନ କରିବାର ବ୍ୟବସ୍ଥା ରହିଛି। ଏହାପରେ ଏକ ପ୍ରକ୍ରିୟା ସରିବା ପରେ ଆପଣଙ୍କୁ ଡୁପ୍ଲିକେଟ୍‌ ଟିକଟ ମିଳିଯିବ।

୫. ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିପାରିଲା ନାହିଁ  ତେବେ ଆପଣ ପଇସା ଫେରସ୍ତ ପାଇଁ ଦାବି କରିପାରିବେ। ଏମିତି ବ୍ୟବସ୍ଥା ରେଳବାଇରେ ରହିଛି।

୬. ନିୟମାନୁସାରେ ରାତି ୧୦ଟା ପରେ ଟିଟିଇ ଆଣପଙ୍କୁ ହଇରାଣ କରିପାରିବେ ନାହିଁ। କାରଣ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟିଟିଇ ଟିକେଟ୍ ଯାଞ୍ଚ କରିବାର ନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story