ନିର୍ଦ୍ଦୟ ହୃଦୟ: ଝିଅ ସହ କଥା ହେବାରୁ କରେଣ୍ଟ ଦେଇ ମାରିଦେଲେ ୭ମ ଶ୍ରେଣୀ ଛାତ୍ରକୁ

ଭାଗଲପୁର: ରାଗ ଓ ଇର୍ଷା ମଣିଷକୁ ଅମଣିଷ ବନାବାକୁ ବେଶି ସମୟ ନେଇ ନଥାଏ। ଏପରିସ୍ଥିତିରେ ଲୋକେ ନିର୍ଦ୍ଦୟତାର ସୀମା ଟପି ଯାଇ ଏପରି କିଛି କରିବସନ୍ତି ଯାହା କେବେ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଏପରି ଏକ ଘଟଣା ଘଟିଛି ବିହାରର ଭାଗଲପୁର ଅଞ୍ଚଳରେ। ଜଣେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ କରେଣ୍ଟ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ପଡ଼ୋଶୀ। ମୃତ ଛାତ୍ର ଜଣଙ୍କ […]

bhagalpur

bhagalpur

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 12:00 PM IST

Sports

Latest News

ଭାଗଲପୁର: ରାଗ ଓ ଇର୍ଷା ମଣିଷକୁ ଅମଣିଷ ବନାବାକୁ ବେଶି ସମୟ ନେଇ ନଥାଏ। ଏପରିସ୍ଥିତିରେ ଲୋକେ ନିର୍ଦ୍ଦୟତାର ସୀମା ଟପି ଯାଇ ଏପରି କିଛି କରିବସନ୍ତି ଯାହା କେବେ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଏପରି ଏକ ଘଟଣା ଘଟିଛି ବିହାରର ଭାଗଲପୁର ଅଞ୍ଚଳରେ। ଜଣେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ କରେଣ୍ଟ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ପଡ଼ୋଶୀ। ମୃତ ଛାତ୍ର ଜଣଙ୍କ ହେଲେ ଭାଗଲପୁର ସେଣ୍ଟ୍ରାଲ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍‌। ଶୁଭମ୍‌ର ଭୁଲ ହେଲା ସେ ପଡ଼ୋଶୀଙ୍କ ଝିଅ ସହ କଥା ହେଉଥିଲା।

bhagalpurଅଭିଯୋଗ ଅନୁସାରେ, ମୃତ ଶୁଭମ୍‌ ଏବଂ ପଡୋଶୀଙ୍କ ଝିଅ ଗୋଟିଏ ସ୍କୁଲରେ ପଢନ୍ତି। ଝିଅଟି ଶୁଭମ୍‌ଙ୍କଠାରୁ ଗୋଟେ କ୍ଲାସ୍‌ ତଳେ ଅର୍ଥାତ ଷଷ୍ଠରେ ପଢୁଛି। ପଡ଼ୋଶୀ ସହ ଗୋଟିଏ ସ୍କୁଲର ହୋଇଥିବାରୁ ଉଭୟ ସବୁବେଳେ କଥାବାର୍ତ୍ତା ହୋଇଥାନ୍ତି। ହେଲେ ଝିଅର ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରି ନଥିଲେ। ଏପରିକି ଝିଅର ଜେଜେ ଶୁଭମ୍‌ଙ୍କ ପରିବାକରୁ ଏଥିପାଇଁ ତାଗିତ କରିବା ସହ ଶୁଭମ୍‌ଙ୍କୁ ଅଟକାଇବାକୁ କହିଥିଲେ। କଥା ସେତିକିରେ ସରି ନଥିଲା ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ମଧ୍ୟ ହୋଇଥିଲା। ଗତ ୧୫ଦିନ ପୂର୍ବେ ଝିଅର ପରିବାର ଲୋକେ ଶୁଭମ୍‌ଙ୍କ ପରିବାର ଲୋକଙ୍କୁ ମାଡପିଟ୍‌ ମଧ୍ୟ କରିଥିଲେ। ଆଉଥରେ ଶୁଭମ୍‌ ତାଙ୍କ ଝିଅ ସହ କଥା ହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଶୁଭମ୍‌ଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଗତକାଲି ସେ ଅଫିସ୍‌ରେ ଥିବା ବେଳେ ପତ୍ନୀ ଓ ଝିଅ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଶୁଭମ୍‌ ଘରେ ଏକା ଥିବା ଜାଣିବା ପରେ ଝିଅର ଜେଜେ ତାଙ୍କୁ ନିଜ ଘରକୁ ଡାକି ନେଇଥିଲେ। ସେଠାରେ ପରିବାର ଲୋକେ ମିଶି କରେଣ୍ଟ ଦେଇ ଶୁଭମ୍‌ଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହକୁ ଆଣି ତାଙ୍କ ଘରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି।

ଶୁଭମ୍‌ଙ୍କୁ ହତ୍ୟା କରିବା ପରେ ଝିଅର ପରିବାର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ପରିବାରକୁ ତୁରନ୍ତ ଗିରଫ କରିବା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତି ପଡିଥିଲା। ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବାଙ୍କା ଡିଏସ୍‌ପି ଏସ୍‌କେ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story