ଭିଡ଼ିଓରେ ଦେଖନ୍ତୁ ଜାତୀୟ ସଂଗୀତକୁ କିଭଳି ଖୋଲାଖୋଲି କରାଯାଉଛି ଅପମାନ: ରାଜ୍ୟପାଳଙ୍କ ସାମ୍ନାରେ ଘଟଛି ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସଂଗୀତକୁ ଅପମାନ। ଜମ୍ମୁ କଶ୍ମୀର ରଜୌରିର BGBS ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ରାଜ୍ୟପାଳ ଏନ୍ ଏନ୍ ଭୋରା ଏହି ୟୁନିଭରସିଟିର ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଜାତୀୟ ସଂଗୀତ ଜନ ଗଣ ମନ ଗାନ କରାଯାଇଥିଲା। କିନ୍ତୁ ସେହି ସମୟରେ ଦୁଇ ଛାତ୍ର ଛିଡ଼ା ନ ହୋଇ ବସି ରହିଥିଲେ। ଏହାକୁ ଗୁରୁତର ସହିତ ନେଇଛି ପ୍ରଶାସନ। ୟୁନିଭରସିଟି କର୍ତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ମାଗିଛନ୍ତି ଜିଲ୍ଲାପାଳ। ଏବଂ ସେହି […]

disrespe

disrespe

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସଂଗୀତକୁ ଅପମାନ। ଜମ୍ମୁ କଶ୍ମୀର ରଜୌରିର BGBS ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ରାଜ୍ୟପାଳ ଏନ୍ ଏନ୍ ଭୋରା ଏହି ୟୁନିଭରସିଟିର ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଜାତୀୟ ସଂଗୀତ ଜନ ଗଣ ମନ ଗାନ କରାଯାଇଥିଲା। କିନ୍ତୁ ସେହି ସମୟରେ ଦୁଇ ଛାତ୍ର ଛିଡ଼ା ନ ହୋଇ ବସି ରହିଥିଲେ। ଏହାକୁ ଗୁରୁତର ସହିତ ନେଇଛି ପ୍ରଶାସନ। ୟୁନିଭରସିଟି କର୍ତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ମାଗିଛନ୍ତି ଜିଲ୍ଲାପାଳ। ଏବଂ ସେହି ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେହି ୟୁନିଭରସିଟିର ଛାତ୍ରମାନେ ବି ଏହାକୁ ନାପସନ୍ଦ କରିଛନ୍ତି ଏବଂ ଜାତୀୟ ସଂଗୀତକୁ ଅପମାନ ଦେଇଥିବା ଦୁଇ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

https://www.youtube.com/watch?v=5CtvwvSLzW8&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story