ହଜ୍ ଯାତ୍ରା ପାଇଁ ସବ୍‌ସିଡି ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ମୁସଲିମ୍ ସଂପ୍ରଦାୟଙ୍କୁ ମିଳିବ ନାହିଁ ହଜ୍ ସବସିଡାରୀ।  ପ୍ରତିବର୍ଷ ହଜ୍ ଯାତ୍ରା ପାଇଁ ଥିବା ସବ୍ସିଡାରୀ ଅର୍ଥକୁ ମୁସଲିମ୍ ମହିଳା ଏବଂ ଶିଶୁଙ୍କ ବିକାଶ ପାଇଁ ହେବ ଖର୍ଚ୍ଚ । ଆଜି ଏପରି କିଛି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସମାଜରେ ସମାନ ଅଧିକାର ଏବଂ ସୁବିଧା ପାଇଁ ସଂଖ୍ୟା ଲଘୁ   ଯୋଗ୍ୟ ।  ତେଣୁ ଏତେ ବର୍ଷ ଧରି ଚାଲିଆସୁଥିବା ଯୋଜନା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର।  ଫଳରେ ସରକାର ବର୍ଷକୁ […]

qatar-1

qatar-1

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 06:19 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ମୁସଲିମ୍ ସଂପ୍ରଦାୟଙ୍କୁ ମିଳିବ ନାହିଁ ହଜ୍ ସବସିଡାରୀ।  ପ୍ରତିବର୍ଷ ହଜ୍ ଯାତ୍ରା ପାଇଁ ଥିବା ସବ୍ସିଡାରୀ ଅର୍ଥକୁ ମୁସଲିମ୍ ମହିଳା ଏବଂ ଶିଶୁଙ୍କ ବିକାଶ ପାଇଁ ହେବ ଖର୍ଚ୍ଚ । ଆଜି ଏପରି କିଛି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସମାଜରେ ସମାନ ଅଧିକାର ଏବଂ ସୁବିଧା ପାଇଁ ସଂଖ୍ୟା ଲଘୁ   ଯୋଗ୍ୟ ।  ତେଣୁ ଏତେ ବର୍ଷ ଧରି ଚାଲିଆସୁଥିବା ଯୋଜନା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର।  ଫଳରେ ସରକାର ବର୍ଷକୁ ପ୍ରାୟ ୭ଶହ କୋଟି ଟଙ୍କା ସଂଚୟ କରିପାରିବେ ।

ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକବୀ କହିଛନ୍ତି ଯେ ଏହା ଦ୍ୱାରା ସଂଖ୍ୟାଲଘୁଙ୍କ ପ୍ରକୃତ ବିକାଶ ହୋଇପାରିବ ।  ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଏକ ଲକ୍ଷ ୭୫ ହଜାର ମୁସଲିମ୍ ହଜ୍ ଯାତ୍ରା ପାଇଁ ଯିବେ।  ସେହିପରି ହଜ୍‌ ଲାଗି ରିହାତି ବନ୍ଦ କରି ସଂଖ୍ୟାଲଘୁଙ୍କ ବିକାଶ ପାଇଁ ଏହି ଅର୍ଥ ବିନିଯୋଗ ନେଇ ୨୦୧୪ ନିର୍ବାଚନ ଅବସରେ ବିଜେପି ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଥିଲା।  ୨୦୧୨ ମସିହାରେ ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ହଜ୍ ସବ୍ସିଡାରୀ ଉଚ୍ଛେଦ ନେଇ ଜବାବ୍ ତଲବ କରିଥିଲେ ସୁପ୍ରିମକୋର୍ଟ । ୨୦୨୨ ସୁଦ୍ଧା ରିହାତି ଉଚ୍ଛେଦ ପାଇଁ କୈଫତ ମାଗିଥିଲେ ସବୋର୍ଚ୍ଚ ଅଦାଲତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story