ବିରୋଧ ପରେ ପଛକୁ ହଟିଲେ ସରକାର, ଧର୍ମେନ୍ଦ୍ର କହିଲେ ଗରିବଙ୍କୁ ଏଲପିଜି ସବ୍‌ସିଡି ଜାରି ରହିବ

ନୂଆଦିଲ୍ଲୀ: ଏଲପିଜି  ଗ୍ୟାସ୍‌  ଉପରୁ ସବ୍‌ସିଡି ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ଦେଶ ବ୍ୟାପୀ  ତିବ୍ର ବିରୋଧ ହେବା ପରେ କେନ୍ଦ୍ର ସରକାର ପଛକୁ ହଟିଛନ୍ତି।  କହିଛନ୍ତି  ଘରୋଇ କ୍ଷେତ୍ରରେ  ଗରିବଙ୍କୁ ଦିଆଯାଉଥିବା ସବସିଡିକୁ କୌଣସିମତେ ପ୍ରତ୍ୟାହାର କରାଯିବ ନାହିଁ।  ଏ ସର୍ମ୍ପକରେ କେନ୍ଦ୍ର ପେଟ୍ରୋଲିମୟ ତଥା ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସ୍ପଷ୍ଟ କରିଛନ୍ତି।  ଘରୋଇ ବ୍ୟବହାର ପାଇଁ ରନ୍ଧନ ଗ୍ୟାସ ଉପରେ ଦିଆଯାଉଥିବା ସବସିଡ୍‌ ପ୍ରତ୍ୟାହାର ନେଇ ସରକାରଙ୍କ କୌଣସି ଯୋଜନା […]

union-min-1

union-min-1

Rakesh Mallick
  • Published: Tuesday, 08 August 2017
  • Updated: 09 August 2017, 12:52 PM IST

Sports

Latest News

ନୂଆଦିଲ୍ଲୀ: ଏଲପିଜି  ଗ୍ୟାସ୍‌  ଉପରୁ ସବ୍‌ସିଡି ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ଦେଶ ବ୍ୟାପୀ  ତିବ୍ର ବିରୋଧ ହେବା ପରେ କେନ୍ଦ୍ର ସରକାର ପଛକୁ ହଟିଛନ୍ତି।  କହିଛନ୍ତି  ଘରୋଇ କ୍ଷେତ୍ରରେ  ଗରିବଙ୍କୁ ଦିଆଯାଉଥିବା ସବସିଡିକୁ କୌଣସିମତେ ପ୍ରତ୍ୟାହାର କରାଯିବ ନାହିଁ।  ଏ ସର୍ମ୍ପକରେ କେନ୍ଦ୍ର ପେଟ୍ରୋଲିମୟ ତଥା ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସ୍ପଷ୍ଟ କରିଛନ୍ତି।  ଘରୋଇ ବ୍ୟବହାର ପାଇଁ ରନ୍ଧନ ଗ୍ୟାସ ଉପରେ ଦିଆଯାଉଥିବା ସବସିଡ୍‌ ପ୍ରତ୍ୟାହାର ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି।

ସେହିପରି ଗରିବ ଲୋକଙ୍କୁ ସବସିଡିରେ  ମିଳୁଥିବା କିରୋସିନି ଜାରି ରହିବ ବୋଲି ସାମ୍ବାଦିକମାନଙ୍କୁ  କହିଛନ୍ତି।  ସେହିପରି ଦେଶର ଉତ୍ତର ପୂର୍ବାଞ୍ଚଳରେ ଗ୍ୟାସ ସମସ୍ୟାର ସମାଧାନ ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ବାଂଲାଦେଶର ଚିଟ୍ଟାଗଙ୍ଗରୁ ତ୍ରିପୁରାକୁ ଗ୍ୟାସ ପାଇପ୍‌ଲାଇନ୍‌ ବିଛାଯିବ ବୋଲି ସେ କହିଛନ୍ତି। ଏନେଇ ଖୁବ୍‌ଶୀଘ୍ର ସେ ବାଂଲାଦେଶ ଯାତ୍ରା କରି ଆଲୋଚନା କରିବେ ବୋଲି କହିଛନ୍ତି।  ଏ ସମ୍ପର୍କରେ ବାଂଲାଦେଶକୁ ଏକ ପ୍ରସ୍ତାବ ଦିଆଯିବ। ଯଦି ବଂଲାଦେଶ ଏହି ପ୍ରସ୍ତାବରେ ରାଜି ହୁଏ ତେବେ ଆସନ୍ତା ବର୍ଷଠାରୁ  କାର୍ଯ୍ୟ  ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ଏଲପିଜି ଗ୍ୟାସ୍‌ ଉପରେ ପ୍ରତି ମାସ ସିଲିଣ୍ଡର ପିଛା ୪ଟଙ୍କା ଦର ବୃଦ୍ଧି କରାଯିବା ସହ ‌ଏହା ଉପରୁ ସବସିଡି ପ୍ରତ୍ୟାହାର ଲକ୍ଷ୍ୟରେ ସରକାର ଅଛନ୍ତି ବୋଲି ସଂସଦରେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story