ସୁନ୍ଦର ପିଚାଇ ହେଲେ ଗୁଗୁଲର ନୂଆ ସିଇଓ

ନୂଆଦିଲ୍ଲୀ:  ଚେନ୍ନାଇର ସୁନ୍ଦର ପିଚାଇ ହେଲେ ଗୁଗୁଲର ନୂଆ ସିଇଓ।  ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ପିଚାଇ ଗୁଗୁଲର ଇଣ୍ଟରନେଟ୍ କାରବାରର ପ୍ରଡକ୍ଟ୍ ଏବଂ ଇଞ୍ଜିନିୟରିଂ ବିଭାଗର ପ୍ରଭାରୀ ଥିଲେ। ୨୦୦୪ରେ ସେ ଗୁଗୁଲର ପ୍ରଡକଟ୍ ମ୍ୟାନେଜର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୪୩ ବର୍ଷୀୟ ସୁନ୍ଦର ପିଚାଇ ହେଉଛନ୍ତି ଆଇଆଇଟି ଖଡ଼ଗପୁରର ଛାତ୍ର। କମ୍ପାନୀର ସିଇଓ ହେବା ପରେ ଗୁଗୁଲକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ବୋଲି […]

r-Googles-Pichai

r-Googles-Pichai

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 10:31 AM IST

ନୂଆଦିଲ୍ଲୀ:  ଚେନ୍ନାଇର ସୁନ୍ଦର ପିଚାଇ ହେଲେ ଗୁଗୁଲର ନୂଆ ସିଇଓ।  ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ପିଚାଇ ଗୁଗୁଲର ଇଣ୍ଟରନେଟ୍ କାରବାରର ପ୍ରଡକ୍ଟ୍ ଏବଂ ଇଞ୍ଜିନିୟରିଂ ବିଭାଗର ପ୍ରଭାରୀ ଥିଲେ। ୨୦୦୪ରେ ସେ ଗୁଗୁଲର ପ୍ରଡକଟ୍ ମ୍ୟାନେଜର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୪୩ ବର୍ଷୀୟ ସୁନ୍ଦର ପିଚାଇ ହେଉଛନ୍ତି ଆଇଆଇଟି ଖଡ଼ଗପୁରର ଛାତ୍ର। କମ୍ପାନୀର ସିଇଓ ହେବା ପରେ ଗୁଗୁଲକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ବୋଲି ପିଚାଇ କହିଛନ୍ତି। ପିଚାଇଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story