ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟରୁ ‘ମୁସ୍‌ଲିମ୍’ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ‘ହିନ୍ଦୁ’ ଶବ୍ଦ ଉଠାଇ ଦେବାକୁ ପରାମର୍ଶ  

ନୂଆଦିଲ୍ଲୀ: ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟରୁ ‘ମୁସ୍‌ଲିମ’ ଶବ୍ଦଟିକୁ ଉଠାଇ ଦିଆଯାଉ। ସେହିଭଳି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ‘ହିନ୍ଦୁ’ ଶବ୍ଦଟିକୁ ବାହାର କରି ଦିଆଯାଉ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଦ୍ୱାରା ନିଯୁକ୍ତ ଏକ କମିଟି ଏହି ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଧର୍ମନିରପେକ୍ଷତାକୁ ପ୍ରତିଫଳିତ କରିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି କମିଟି ପରାମର୍ଶ ଦେଇଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଗତ ଏପ୍ରିଲ ୨୫ ତାରିଖରେ ୟୁଜିସି ପାଞ୍ଚୋଟି କମିଟି ଗଠନ କରିଥିଲା ଓ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 02:41 AM IST

Sports

Latest News

ନୂଆଦିଲ୍ଲୀ: ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟରୁ ‘ମୁସ୍‌ଲିମ’ ଶବ୍ଦଟିକୁ ଉଠାଇ ଦିଆଯାଉ। ସେହିଭଳି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ‘ହିନ୍ଦୁ’ ଶବ୍ଦଟିକୁ ବାହାର କରି ଦିଆଯାଉ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଦ୍ୱାରା ନିଯୁକ୍ତ ଏକ କମିଟି ଏହି ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଧର୍ମନିରପେକ୍ଷତାକୁ ପ୍ରତିଫଳିତ କରିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି କମିଟି ପରାମର୍ଶ ଦେଇଛି।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଗତ ଏପ୍ରିଲ ୨୫ ତାରିଖରେ ୟୁଜିସି ପାଞ୍ଚୋଟି କମିଟି ଗଠନ କରିଥିଲା ଓ ଦେଶର ୧୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନିୟମିତତା ହେଉଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ଦାୟିତ୍ୱ ସେମାନଙ୍କୁ ଦେଇଥିଲା। ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟର ଅଡିଟ୍ ପାଇଁ ନିଯୁକ୍ତ କମିଟି କହିଛି ଯେ ଏହି ଅନୁଷ୍ଠାନର ନାଁରୁ ‘ମୁସ୍‌ଲିମ୍’ ଶବ୍ଦଟିକୁ ହଟାଇ ଦେଇ ଏହାକୁ କେବଳ ଆଲିଗଡ଼ ବିଶ୍ୱବିଦ୍ୟାଳୟ ନାଁରେ ନାମିତ କରାଯାଉ। ନହେଲେ ଏହାର ପ୍ରତିଷ୍ଠାତା ସାର୍ ସଇଦ ଅହମଦ ଖାନଙ୍କ ନାଁରେ ନାମିତ କରାଯାଉ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ପାଇଁ ଏହି ନିୟମ ଲାଗୁ କରିବାକୁ କମିଟି ପରାମର୍ଶ ଦେଇଛି। ଯଦିଓ ଏହି ଅଡିଟ୍‌ କମିଟି ଅଧୀନରେ ବିଏଚ୍‌ୟୁ ନଥିଲା ତଥାପି ଏହା ଏଭଳି ପରାମର୍ଶ ଦେଇଛି।

ଯେଉଁ କମିଟି ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟର ଅଡିଟ୍ କରିଥିଲେ ସେହି କମିଟି ପୁଡୁଚେରୀ ବିଶ୍ୱବିଦ୍ୟାଳୟର ମଧ୍ୟ ଅଡିଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story