ସୁଲତାନପୁର ଆଜି ଯାଏ କୌଣସି ମହିଳାଙ୍କୁ ସଂସଦ ପଠାଇ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ପଡ଼ିବ। ଯେଉଁଥିରେ ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନ ରହିଛି। ତେବେ ଏହି ଆସନ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧିଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କାରଣ ଯଦି ଜିତିବେ ତାହେଲେ ବିରଳ ରେକର୍ଡ କରିବେ ଏବଂ ହାରିବେ ଯଦି ମାନିବାକୁ ପଡ଼ିବ ସୁଲତାନପୁର ବାସୀ ମହିଳା ସାଂସଦ ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ। ସୁଲତାନପୁର ଲୋକସଭା ଆସନ ଦିବଂଗତ ସ୍ୱାମୀ ସଞ୍ଜୟ ଗାନ୍ଧି, […]

maneka-gandhi

maneka-gandhi

Subhransu Sekhar
  • Published: Saturday, 11 May 2019
  • Updated: 11 May 2019, 09:37 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ପଡ଼ିବ। ଯେଉଁଥିରେ ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନ ରହିଛି। ତେବେ ଏହି ଆସନ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧିଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କାରଣ ଯଦି ଜିତିବେ ତାହେଲେ ବିରଳ ରେକର୍ଡ କରିବେ ଏବଂ ହାରିବେ ଯଦି ମାନିବାକୁ ପଡ଼ିବ ସୁଲତାନପୁର ବାସୀ ମହିଳା ସାଂସଦ ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ।

ସୁଲତାନପୁର ଲୋକସଭା ଆସନ ଦିବଂଗତ ସ୍ୱାମୀ ସଞ୍ଜୟ ଗାନ୍ଧି, ପୁଅ ବରୁଣ ଗାନ୍ଧିଙ୍କ କର୍ମଭୂମି। ହେଲେ ଚଳିତଥର ନିଜ ଆସନ ପୁଅ ବରୁଣକୁ ଦେଇ ପୁଅ ଆସନରେ ନିର୍ବାଚନ ଲଢ଼ୁଛନ୍ତି ମାନେକା। ତେବେ ଚଳିତଥର ମହିଳା ପ୍ରାର୍ଥୀ ଭାବେ ମାନେକାଙ୍କ ବ୍ୟତୀତ ଲୋହିଆ ସମାଜରୁ କମଳା ଯାଦବ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।

କଣ କହୁଛି ପୂର୍ବ ରେକର୍ଡ
୧୯୯୮ରେ ସମାଜବାଦୀ ପାର୍ଟି ରିତା ବହୁଗୁଣା ଜୋଶୀ ଏବଂ ୧୯୯୯ରେ ଗାନ୍ଧି ପରିବାର ସହ ଜଡ଼ିତ କଂଗ୍ରେସ ନେତା ଦୀପା କୋଲ ଏହି ସୁଲତାନପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସଫଳ ହୋଇନଥିଲେ। ସେହିପରି ୨୦୦୪ରେ ମଧ୍ୟ ବିଜେପି ବୀଣା ପାଣ୍ଡ୍ୟାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ମତଦାତା ତାଙ୍କୁ ବି ନିରାଶ କରିଥିଲେ।

ସ୍ୱାମୀ ସଞ୍ଜୟ ଗାନ୍ଧିଙ୍କ ଦେହାନ୍ତ ପରେ ମାନେକା ଗାନ୍ଧି ୧୯୮୪ରେ ଆମେଠି ଲୋକସଭା ଆସନରୁ ପ୍ରଥମେ ନିର୍ବାଚନ ଲଢ଼ିଥିଲେ। ସୁଲତାନପୁର ଜିଲ୍ଲାର ଆମେଠି ଲୋକସଭା ଆସନରୁ ସେତେବେଳେ ନିଜ ଦେଢଶୂର ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ହୋଇ ହାରିଥିଲେ। ସେତେବେଳେ ଆମେଠି ସୁଲତାନପୁର ଜିଲ୍ଲା ଅଧିନରେ ଥିଲା। ପାଖାପାଖି ୩୫ ବର୍ଷ ପରେ ମାନେକା ଗାନ୍ଧି ସୁଲତାନପୁରରୁ ନିର୍ବାଚନ ଚଳିତଥର ନିର୍ବାଚନ ଲଢ଼ିଛନ୍ତି।

୧୯୫୧ରୁ ଆଜି ଯାଏ ସୁଲତାନପୁର ଲୋକସଭା ଆସନରୁ କଂଗ୍ରେସ ୭ଥର ଜିତିଥିବା ବେଳେ ବିଜେପି ୪ଥର ଏବଂ ବହୁଜନ ସମାଜ ପାର୍ଟି(ବିଏସପି) ୨ଥର ଜିତିବାରେ ସକ୍ଷମ ହୋଇଛି। ମାନେକାଙ୍କ ବ୍ୟତୀତ କଂଗ୍ରେସରୁ ସଞ୍ଜୟ ସିଂହ, ବିଏସପିରୁ ଚନ୍ଦ୍ର ଭଦ୍ର ସିଂହ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story