ସୁନୀତା ଚଲାଇବେ ନାସାର ପ୍ରଥମ ବ୍ୟାବସାୟିକ ମହାକାଶଯାନ

ୱାଶିଂଟନ୍‌: ନାସାର ପ୍ରଥମ ବ୍ୟାବସାୟିକ ମହାକାଶଯାନ ଚଳାଇବାକୁ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ନାସାର ପ୍ରଥମ ବ୍ୟାବସାୟିକ ମହାକାଶ ବିମାନ ଚଲାଇବା ପାଇଁ ମନୋନୀତ ହୋଇଥିବା ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସୁନୀତା।  ଅନ୍ୟ ତିନି ଜଣ ହେଲେ ରୋବର୍ଟ ବେହନକେନ୍, ଇରିକ୍ ବୋଏ ଓ ଡୌଗ୍ଲାସ ହରଲେ। ଏମାନଙ୍କୁ ବ୍ୟାବସାୟିକ ମହାକାଶ ଉଡ଼ାଣ ପାଇଁ ତାଲିମ ଦିଆଯିବ ଓ ପ୍ରସ୍ତୁତ କରାଯିବ। ୨୦୩୦ ସୁଦ୍ଧା ନାସା ଜଣେ ବ୍ୟକ୍ତିଙ୍କୁ […]

Sunita

Rakesh Mallick
  • Published: Saturday, 11 July 2015
  • , Updated: 04 May 2017, 03:45 PM IST

ୱାଶିଂଟନ୍‌: ନାସାର ପ୍ରଥମ ବ୍ୟାବସାୟିକ ମହାକାଶଯାନ ଚଳାଇବାକୁ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ନାସାର ପ୍ରଥମ ବ୍ୟାବସାୟିକ ମହାକାଶ ବିମାନ ଚଲାଇବା ପାଇଁ ମନୋନୀତ ହୋଇଥିବା ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସୁନୀତା।  ଅନ୍ୟ ତିନି ଜଣ ହେଲେ ରୋବର୍ଟ ବେହନକେନ୍, ଇରିକ୍ ବୋଏ ଓ ଡୌଗ୍ଲାସ ହରଲେ। ଏମାନଙ୍କୁ ବ୍ୟାବସାୟିକ ମହାକାଶ ଉଡ଼ାଣ ପାଇଁ ତାଲିମ ଦିଆଯିବ ଓ ପ୍ରସ୍ତୁତ କରାଯିବ। ୨୦୩୦ ସୁଦ୍ଧା ନାସା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳକୁ ନେଇ ଯିବାକୁ ଯୋଜନା କରୁଛି।

Related story