ମସଜିଦ ପାଇଁ ୫ ଏକର ଜମି ଗ୍ରହଣ କଲା ସୁନ୍ନି ବୋର୍ଡ

ଲକ୍ଷ୍ନୌ: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଆଜି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ନେଇଥିବା ସୂଚନା ଦେଇଛି। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଜମି ପ୍ରଦାନକୁ ଅଗ୍ରାହ୍ୟ କରିବାର ଅଧିକାର କେବେ ହେଲେ ମୋର ନାହିଁ। କାରଣ ଜମି ଗ୍ରହଣ […]

re

re

Hemant Lenka
  • Published: Friday, 21 February 2020
  • Updated: 21 February 2020, 05:25 PM IST

Sports

Latest News

ଲକ୍ଷ୍ନୌ: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଆଜି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ନେଇଥିବା ସୂଚନା ଦେଇଛି।

ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଜମି ପ୍ରଦାନକୁ ଅଗ୍ରାହ୍ୟ କରିବାର ଅଧିକାର କେବେ ହେଲେ ମୋର ନାହିଁ। କାରଣ ଜମି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ହିଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଆମେ ଜମି ଗ୍ରହଣ କରିଛୁ।

ଜମି ଗ୍ରହଣ କରିବା କିମ୍ବା ଏହାକୁ ଅଗ୍ରାହ୍ୟ କରିବା କଥା ଆମ ଭିତରେ କେବେ ବି ଉଠି ନଥିଲା। ଯେଉଁମାନଙ୍କୁ ସୁପ୍ରିମକୋର୍ଟ ୫ ଏକର ଜମି ଦେବାକୁ କହିନାହାନ୍ତି, ସେମାନେ ହିଁ ଜମି ଗ୍ରହଣ ନ କରିବା କଥା କହି ବିବାଦ ସୃଷ୍ଟି କରିଥିଲେ। ଆମେ ନିଷ୍ପତ୍ତି ନେଇଛୁ ଯେ, ଆମେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବୁ।”

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟା ଜିଲ୍ଲାର ଶୋହୱାଲ ତହସିଲ ଅନ୍ତର୍ଗତ ରାହୁନାହି ପୁଲିସ୍‌ ଷ୍ଟେସନ ଅଧୀନରେ ଏକ ସ୍ଥାନ ନିରୁପଣ କରିଥିଲେ। ଏବେ ଏହି ଜମିକୁ ବୋର୍ଡ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି। ଏଥିସହ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ଆଲୋଚନା କରିବାକୁ ସୁନ୍ନି ବୋର୍ଡ ପକ୍ଷରୁ ଆସନ୍ତା ୨୪ ତାରିଖରେ ବୈଠକ ବସିବ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜମି ସମ୍ପର୍କରେ ମତ ଦେଇ ଫାରୁକି କହିଛନ୍ତି, “୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଆମକୁ ଜମି ଦେବାକୁ କହିଥିଲେ। ଏହି ଜମିରେ ଆମେ ମସଜିଦ ନିର୍ମାଣ କରିବାକୁ ସମସ୍ତ ପ୍ରକାରର ଅଧିକାର ପାଇଛୁ। ହେଲେ ଏହାକୁ ଖାରଜ କରିବାର ଅଧିକାର ଆମର ନାହିଁ।

୨୪ ତାରିଖ ବୈଠକରେ ଜମିରେ କ’ଣ କାମ କରାଯିବ ଓ କେମିତି କରାଯିବ ସେ ସମ୍ପର୍କରେ ଆଲୋଚନା ହେବ। ଏହି ଜମିରେ ଇସଲାମିକ କଳଚରାଲ ସେଣ୍ଟର ସହ ମସଜିଦ ନିର୍ମାଣ କରିବାକୁ ଆମ ପାଖକୁ ଏକାଧିକ ପ୍ରସ୍ତାବ ଆସିଛି। ଏଥିସହ ଏଠାରେ ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରିବାକୁ ମଧ୍ୟ ଅନେକ କହିଛନ୍ତି। ଆମେ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story