ରିଭ୍ୟୁ ଆବେଦନ କରିବାର ଯୋଜନା ନାହିଁ: ସୁନ୍ନି ୱାକ୍‌ଫ ବୋର୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି କହିଛନ୍ତି, ଶନିବାର ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟକୁ ସ୍ୱାଗତ କରିଛନ୍ତି। ଏଥିସହ କହିଛନ୍ତି ଏହା ବିରୋଧରେ ରିଭ୍ୟୁ ଆବେଦନ କରିବା ଯୋଜନାରେ ନାହିଁ। ସେ କହିଛନ୍ତି, ବର୍ତ୍ତମାନ ଏହି ରାୟକୁ ଟିକିନିଖି ପଢ଼ାଯାଉଛି। ଏହା ପରେ ଯାଇ ଆମେ ବିସ୍ତୃତ ବିବରଣୀ ଦେବୁ। ଯଦି କେହି ଓକିଲ ବା ଅନ୍ୟ ବ୍ୟକ୍ତି ଏହି ମାମଲାକୁ ଚ୍ୟାଲେଞ୍ଜ କରିବା କଥା କହୁଛନ୍ତି, ଏହାକୁ ଠିକ୍‌ ଭାବିବା […]

jilani

jilani

Subrat Kumar Nayak
  • Published: Saturday, 09 November 2019
  • Updated: 09 November 2019, 06:05 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି କହିଛନ୍ତି, ଶନିବାର ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟକୁ ସ୍ୱାଗତ କରିଛନ୍ତି। ଏଥିସହ କହିଛନ୍ତି ଏହା ବିରୋଧରେ ରିଭ୍ୟୁ ଆବେଦନ କରିବା ଯୋଜନାରେ ନାହିଁ।

ସେ କହିଛନ୍ତି, ବର୍ତ୍ତମାନ ଏହି ରାୟକୁ ଟିକିନିଖି ପଢ଼ାଯାଉଛି। ଏହା ପରେ ଯାଇ ଆମେ ବିସ୍ତୃତ ବିବରଣୀ ଦେବୁ। ଯଦି କେହି ଓକିଲ ବା ଅନ୍ୟ ବ୍ୟକ୍ତି ଏହି ମାମଲାକୁ ଚ୍ୟାଲେଞ୍ଜ କରିବା କଥା କହୁଛନ୍ତି, ଏହାକୁ ଠିକ୍‌ ଭାବିବା ଉଚିତ ନୁହେଁ।

ସେ ଏକ ବିବୃତିରେ ସ୍ପଷ୍ଟ କରିଦେଇଛନ୍ତି, “ମୁଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଭାବରେ ସ୍ପଷ୍ଟ କରିଦେବକୁ ଚାହେଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ କୌଣସି ରିଭ୍ୟୁ ବା ପୁର୍ନବିଚାର ଆବେଦନ କରିବ ନାହିଁ। ତେଣୁ କୌଣସି ବ୍ୟକ୍ତି, ଓକିଲ ବା କୌଣସି ସଂଗଠନ ଯଦି କହୁଛି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ ରିଭ୍ୟୁ ଆବେଦନ କରିବ, ତାହା ଆମର ମତ ନୁହେଁ।”

ସୂଚନାଯୋଗ୍ୟ ଯେ, ରାୟ ଆସିବା ପରେ ପରେ ହିଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଓକିଲ ଜାଫରୟାବ୍‌ ଜିଲାନୀ କହିଥିଲେ, ଅଯୋଧ୍ୟା ରାୟରେ ଆମେ ସନ୍ତୁଷ୍ଟ ନୁହେଁ, ରିଭ୍ୟୁ ଆବେଦନ କଥା ଚିନ୍ତା କରିବୁ। ପରେ ଜିଲାନୀ ସ୍ପଷ୍ଟୀକରଣ ଦେଇଥିଲେ ସେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡର ସମ୍ପାଦକ ଭାବେ ଏହି ମତ ଦେଇଥିଲେ, ସୁନ୍ନି ୱାକ୍‌ଫ ବୋର୍ଡର ଓକିଲ ଭାବେ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story