ତାଜ୍‌ମହଲ ସମ୍ମୁଖରେ ନିର୍ମାଣାଧୀନ ପାର୍କିଂସ୍ଥଳୀ ଭାଙ୍ଗିବା ନିର୍ଦ୍ଦେଶ ଉପରେ ସୁପ୍ରିମ୍‌କାର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ଆଗ୍ରାସ୍ଥିତ ତାଜମହଲ ସମ୍ମୁଖରେ ନିର୍ମାଣାଧୀନ ବହୁସ୍ତରୀୟ ପାର୍କିଂସ୍ଥଳୀକୁ ଭାଙ୍ଗିଦେବାକୁ ହୋଇଥିବା ନିର୍ଦ୍ଦେଶ ଉପେର ଶୁକ୍ରବାର ରୋକ ଲାଗାଇଛନ୍ତି ସୁପ୍ରିମକୋର୍ଟ । ଏହି ବଶ୍ୱସ୍ତରୀୟ ସ୍ମାରକୀର ରକ୍ଷଣାବେକ୍ଷଣ ଓ  ପ୍ରଦୂଷଣ ବଳୟରୁ ଏହାକୁ ମୁକ୍ତ ରଖିବାକୁ କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ତାଜମହଲ ପୂର୍ବଦ୍ୱାର ସଂଲଗ୍ନ ୧ କିମି ପରିମିତ ରାସ୍ତାରେ ବହୁସ୍ତରୀୟ କାର ପାର୍କିଂସ୍ଥଳ ନିର୍ମଣଧୀନ ରହିଥିଲା  । ଧୂଳି, ଧୁଆଁ ପ୍ରଦୂଷଣ ଯୋଗୁ ତାଜ୍‌ର ସୌନ୍ଦର୍ଯ୍ୟ ହାନୀ ହେବା ଆଶଙ୍କା କରି ଏଭଳି […]

Taj_Mahal-1-1

Taj_Mahal-1-1

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 03:30 PM IST

Sports

Latest News

ନୂଆଦିଲ୍ଲୀ: ଆଗ୍ରାସ୍ଥିତ ତାଜମହଲ ସମ୍ମୁଖରେ ନିର୍ମାଣାଧୀନ ବହୁସ୍ତରୀୟ ପାର୍କିଂସ୍ଥଳୀକୁ ଭାଙ୍ଗିଦେବାକୁ ହୋଇଥିବା ନିର୍ଦ୍ଦେଶ ଉପେର ଶୁକ୍ରବାର ରୋକ ଲାଗାଇଛନ୍ତି ସୁପ୍ରିମକୋର୍ଟ । ଏହି ବଶ୍ୱସ୍ତରୀୟ ସ୍ମାରକୀର ରକ୍ଷଣାବେକ୍ଷଣ ଓ  ପ୍ରଦୂଷଣ ବଳୟରୁ ଏହାକୁ ମୁକ୍ତ ରଖିବାକୁ କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

ତାଜମହଲ ପୂର୍ବଦ୍ୱାର ସଂଲଗ୍ନ ୧ କିମି ପରିମିତ ରାସ୍ତାରେ ବହୁସ୍ତରୀୟ କାର ପାର୍କିଂସ୍ଥଳ ନିର୍ମଣଧୀନ ରହିଥିଲା  । ଧୂଳି, ଧୁଆଁ ପ୍ରଦୂଷଣ ଯୋଗୁ ତାଜ୍‌ର ସୌନ୍ଦର୍ଯ୍ୟ ହାନୀ ହେବା ଆଶଙ୍କା କରି ଏଭଳି ପ୍ରସଙ୍ଗରେ ସରକାର ପଦକ୍ଷେପ ନେବାକୁ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା । ସୁପ୍ରିମ୍‌ କୋର୍ଟ ଜଷ୍ଟିସ୍‌ ଏମ୍‌. ବି. ଲାକୁର, ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ଉତ୍ତରପ୍ରେଦଶ ସରକାରଙ୍କ ପକ୍ଷରୁ ତାଜ୍‌ ସୁରକ୍ଷା ସମ୍ପର୍କିତ ସମୀକ୍ଷା ଖୁବ୍‌ ଶିଘ୍ର କରିବା ସହ ଏହାକୁ ପ୍ରଦୂଷଣ ମୁକ୍ତ କ୍ଷେତ୍ର ଭାବ ପରିଗଣିତ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାର ପରବର୍ତ୍ତି ଶୁଣାଣୀ ନଭେମ୍ବର ୧୫ରେ  ହେବ । ସୂଚନାଯାଗ୍ୟ, ପରିବେଶବିତ୍‌ ଏମ୍‌.ସି. ମେହତାଙ୍କ ଏକ ଅଭିଯୋଗର ଶୁଣାଣୀ କରି ଅକ୍ଟୋବର ୨୪ ତାରିଖରେ ସୁପ୍ରିମ୍ କୋର୍ଟ ନିର୍ମଣାଧୀନ କାର୍ ପାର୍କିଂସ୍ଥଳ ଭାଙ୍ଗିଦେବକୁ ନିର୍ଦ୍ଦେଶ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story