ହିନ୍ଦୁତ୍ୱର ପ୍ରସାର ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ କେନ୍ଦ୍ରୀୟ ବିଦ୍ୟାଳୟରେ କାହିଁକି ବୋଲାଯିବ ପ୍ରାର୍ଥନା ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । କେନ୍ଦ୍ର ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ହେଉଥିବା ପ୍ରାର୍ଥନାକୁ ନେଇ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରୀୟ ବିଦ୍ୟାଳୟରେ ହେଉଥିବା ପ୍ରାର୍ଥନାରେ ହିନ୍ଦୁତ୍ୱକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଥିଲା।  କୋର୍ଟଙ୍କ ନିକଟରେ ଏନେଇ ଏକ ଜନସ୍ୱାର୍ଥ୍ୟ ମାମଲା  ମାମଲା ଦାଏର ହୋଇଥିଲା।  ମାମଲାର ଶୁଣାଣି କରି କେନ୍ଦ୍ରକୁ କୈଫିୟତ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  କେଉଁ ଆଧାରରେ ଏପରି କରାଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି […]

p-333

p-333

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 08:20 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । କେନ୍ଦ୍ର ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ହେଉଥିବା ପ୍ରାର୍ଥନାକୁ ନେଇ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରୀୟ ବିଦ୍ୟାଳୟରେ ହେଉଥିବା ପ୍ରାର୍ଥନାରେ ହିନ୍ଦୁତ୍ୱକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଥିଲା।  କୋର୍ଟଙ୍କ ନିକଟରେ ଏନେଇ ଏକ ଜନସ୍ୱାର୍ଥ୍ୟ ମାମଲା  ମାମଲା ଦାଏର ହୋଇଥିଲା।  ମାମଲାର ଶୁଣାଣି କରି କେନ୍ଦ୍ରକୁ କୈଫିୟତ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  କେଉଁ ଆଧାରରେ ଏପରି କରାଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି ଅଦାଲତ। କୌଣସି ମତେ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ଏପରି କରାଯାଇ ନ ପାରେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଦେଶରେ ବର୍ତ୍ତମାନ ୧୧ ଶହ ୨୫ଟି ଏବଂ ବିଦେଶରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି।  ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story