ମାଲ୍ୟାଙ୍କ ପାଇଁ ବୈଦେଶିକ ମନ୍ତ୍ରାଳୟ ଉପରେ ବିଗିଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ବୈଦେଶିକ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ। ଫେରାର ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ନୋଟିସ୍ କରିଛନ୍ତି କୋର୍ଟ। ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ବୈଦେଶିକ ମନ୍ତ୍ରଣାଳୟ ବିଳମ୍ବ କରୁଥିବା କହି କୋର୍ଟ ବିଗିଡ଼ିଛନ୍ତି । କେବଳ ଏତିକି ନୁହେଁ, ଏ ପ୍ରସଙ୍ଗରେ କାହିଁକି ବିଳମ୍ବ କରୁଛ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମାମଲାରେ ବିଳମ୍ବ କରି ଅଦାଲତକୁ କେନ୍ଦ୍ର ସରକାର ସାହାଯ୍ୟ କରୁ ନଥିବା କୋର୍ଟ କହିଛନ୍ତି। ଡିସେମ୍ବର ୧୫ ତାରିଖ ସୁଦ୍ଧା ଜବାବ […]

supreme court

supreme court

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 09:51 PM IST

ନୂଆଦିଲ୍ଲୀ:  ବୈଦେଶିକ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ। ଫେରାର ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ନୋଟିସ୍ କରିଛନ୍ତି କୋର୍ଟ। ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ବୈଦେଶିକ ମନ୍ତ୍ରଣାଳୟ ବିଳମ୍ବ କରୁଥିବା କହି କୋର୍ଟ ବିଗିଡ଼ିଛନ୍ତି । କେବଳ ଏତିକି ନୁହେଁ, ଏ ପ୍ରସଙ୍ଗରେ କାହିଁକି ବିଳମ୍ବ କରୁଛ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମାମଲାରେ ବିଳମ୍ବ କରି ଅଦାଲତକୁ କେନ୍ଦ୍ର ସରକାର ସାହାଯ୍ୟ କରୁ ନଥିବା କୋର୍ଟ କହିଛନ୍ତି। ଡିସେମ୍ବର ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ଋଣ ନେଇ ଫେରାର ଅଛନ୍ତି ବ୍ୟବସାୟୀ ବିଜୟ ମାଲ୍ୟା। ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ଇଂଲଣ୍ଡ ୱେଷ୍ଟମିନିଷ୍ଟର୍ କୋର୍ଟରେ ଆବେଦନ କରିଛନ୍ତି ଭାରତ ସରକାର। ଭାରତୀୟ ଜେଲ୍‌ରେ ମାଲ୍ୟାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆବେଦନ କରିଛନ୍ତି ବିଜୟ ମାଲ୍ୟାଙ୍କ ଓକିଲ। ଏନେଇ ଗତ ସପ୍ତାହରୁ କୋର୍ଟରେ ମାମଲାରେ ଶୁଣାଣି ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story