ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ମାମଲା, ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ ବାରମ୍ୱାର ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଦାୟର ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି । ନିର୍ବାଚନ କମିଶନ ସମସ୍ତ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ମାମଲାରେ ନିଷ୍ପତ୍ତି ନେଇ ସାରିଥିବାରୁ ଶୁଣାଣିର ଆବଶ୍ୟକତା ନାହିଁ ଦର୍ଶାଇ କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କ ଆବେଦନକୁ ଖାରଜ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ […]

modi-amit-shah

modi-amit-shah

Subhransu Sekhar
  • Published: Wednesday, 08 May 2019
  • Updated: 08 May 2019, 06:02 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ ବାରମ୍ୱାର ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଦାୟର ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି ।

ନିର୍ବାଚନ କମିଶନ ସମସ୍ତ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ମାମଲାରେ ନିଷ୍ପତ୍ତି ନେଇ ସାରିଥିବାରୁ ଶୁଣାଣିର ଆବଶ୍ୟକତା ନାହିଁ ଦର୍ଶାଇ କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କ ଆବେଦନକୁ ଖାରଜ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତି ଧର୍ମ, ସେନା ନାଁରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ବୋଲି କଂଗ୍ରେସ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା। ଏଥିସହ ମୋଟ ୯ଟି ମାମଲା ମୋଦି ଓ ଅମିତ ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ବେଳେ ଇସି ନିଷ୍ପତ୍ତି ନେବାରେ ବିଳମ୍ୱ କରୁଥିବା କଂଗ୍ରେସ ଆବେଦନରେ ଦର୍ଶାଇଥିଲା। ଏହାପରେ ଏପ୍ରିଲ ୬ ତାରିଖ ସୁଦ୍ଧା ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ। ଏହାପରେ ନିର୍ଦ୍ଧାରିତ ଅବଧି ଭିତରେ ପ୍ରଧାନମନ୍ତ୍ରୀ ଓ ମୋଦିଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ ନିର୍ବାଚନ କମିଶନ। ତେବେ ଇସି କ୍ଲିନ୍ ଚିଟ୍ ଦେବା ପରେ ପାତର ଅନ୍ତର ଅଭିଯୋଗ ଆଣିଛନ୍ତି ଆବେଦନକାରୀ।

ତେବେ ଆଚରଣ ବିଧି ଉଲ୍ଲଂଘନ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେହେତୁ ନିର୍ବାଚନ କମିଶନ ସମସ୍ତ ଆଚରଣ ବିଧି ଅଭିଯୋଗର ନିଷ୍ପତ୍ତି ନେଇ ସାରିଛନ୍ତି ତେଣୁ ମାମଲା ଖାରଜ କରାଗଲା। ହେଲେ ଇସିଙ୍କ କ୍ଲିନ୍ ଚିଟ୍ ନେଇ ଯଦି ଆପତ୍ତି ଥାଏ ତାହେଲେ ଆଉ ଏକ ଆବେଦନ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି।

ସୋମବାର(ଏପ୍ରିଲ ୬) ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ଆବେଦନକାରୀଙ୍କୁ କହିଥିଲେ ଯେ ମୋଦି ଏବଂ ଅମିତ ଶାହଙ୍କ ବିରୋଧରେ ଇସି ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେହି ମାମଲାର ରେକର୍ଡ ରଖିବାକୁ। ଏବଂ ବୁଧବାର(ଏପ୍ରିଲ ୮)ରେ ଆଗାମୀ ଶୁଣାଣି କରିବେ ବୋଲି କହିଥିଲେ।

କଂଗ୍ରେସ ସାଂସଦ ସୁପ୍ରିମକୋର୍ଟରେ ନିଜ ଆଇନଜୀବୀଙ୍କ ଦ୍ୱାରା ପକ୍ଷ ରଖି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ଦ୍ୱାରା ଦିଆଯାଇଥିବା ଭେଦଭାବ ସୃଷ୍ଟି କରୁଥିବା ମନ୍ତବ୍ୟକୁ ନିର୍ବାଚନ କମିଶନ ସଠିକ ଭାବରେ ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି।

ପୂର୍ବରୁ ଜାତି, ଧର୍ମ ଆଧାରରେ ବିଜେପି ସମେତ ଅନେକ ନେତାଙ୍କ ବିରୋଧରେ ଇସି ପ୍ରଚାର ଉପରେ ରୋକ ଲଗାଇଥିଲେ। ହେଲେ ମୋଦି ଓ ଅମିତ ଶାହଙ୍କ କ୍ଷେତ୍ରରେ ନିର୍ବାଚନ କମିଶନ ସଠିକ୍ ନିଷ୍ପତ୍ତି ନେଇନଥିବା କଂଗ୍ରେସ ସାଂସଦ ସର୍ବୋଚ୍ଚ କୋର୍ଟରେ ପକ୍ଷ ରଖି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story