ଆମେରିକାଠୁ ବି ଭଲ ଭାରତ ଇଭିଏମ୍, ୧୯ ନିର୍ବାଚନରେ ବ୍ୟବହାର ହେବ ଭିଭିପିଏଟି

ନୂଆଦିଲ୍ଲୀ: ଇଭିଏମ୍‌ ହ୍ୟାକିଂ ଅଭିଯୋଗ ପ୍ରସଙ୍ଗରେ ଆଜି  ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନିର୍ବାଚନ କମିଶନ କୋର୍ଟରେ କହିଛନ୍ତି- “ଇଭିଏମ୍ ସବୁ ସୁରକ୍ଷିତ ରହିଛି। ଏହାକୁ ହ୍ୟାକ୍ କରାଯାଇ ପାରିବ ନାହିଁ। ଭାରତରେ ଯେଉଁ ଇଭିଏମ୍ ବ୍ୟହାର କରାଯାଉଛି ତାହା ଆମେରିକା, ଜର୍ମାନୀ ଓ ନେଦରଲ୍ୟାଣ୍ଡଠାରୁ ମଧ୍ୟ ଭଲ। ୨୦୧୯ ଲୋକସଭା ନିର୍ବାଚନରେ VVPAT (ଭିଭିପିଏଟି) ବା ‘ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍’ ବ୍ୟବହାର କରାଯିବ। ସେପଟେମ୍ୱର ୨୦୧୮ ମସିହା ମଧ୍ୟରେ ଦେଶରେ ୧୬ ଲକ୍ଷରୁ ଅଧିକ […]

evm

evm

Rakesh Mallick
  • Published: Friday, 04 August 2017
  • Updated: 04 August 2017, 01:25 PM IST

Sports

Latest News

ନୂଆଦିଲ୍ଲୀ: ଇଭିଏମ୍‌ ହ୍ୟାକିଂ ଅଭିଯୋଗ ପ୍ରସଙ୍ଗରେ ଆଜି  ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନିର୍ବାଚନ କମିଶନ କୋର୍ଟରେ କହିଛନ୍ତି- “ଇଭିଏମ୍ ସବୁ ସୁରକ୍ଷିତ ରହିଛି। ଏହାକୁ ହ୍ୟାକ୍ କରାଯାଇ ପାରିବ ନାହିଁ। ଭାରତରେ ଯେଉଁ ଇଭିଏମ୍ ବ୍ୟହାର କରାଯାଉଛି ତାହା ଆମେରିକା, ଜର୍ମାନୀ ଓ ନେଦରଲ୍ୟାଣ୍ଡଠାରୁ ମଧ୍ୟ ଭଲ। ୨୦୧୯ ଲୋକସଭା ନିର୍ବାଚନରେ VVPAT (ଭିଭିପିଏଟି) ବା ‘ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍’ ବ୍ୟବହାର କରାଯିବ। ସେପଟେମ୍ୱର ୨୦୧୮ ମସିହା ମଧ୍ୟରେ ଦେଶରେ ୧୬ ଲକ୍ଷରୁ ଅଧିକ ଭିଭିପିଏଟି ମେସିନ୍ ଉପଲବ୍ଧ ହୋଇଯିବ।” ସୂଚନାଯୋଗ୍ୟ ଯେ, ଏହି ମେକାନିଜିମ୍ ବା ସଫ୍ଟଓୟାର ମାଧ୍ୟମରେ ଭୋଟର ନିଜ ଭୋଟ ଯାହାଙ୍କୁ ଦେଲେ ତାହା ଠିକ୍‌ରେ ଦରଜ ହୋଇଛି କି ନାହିଁ, ଚାହିଁଲେ ତାହା ଜାଣିପାରିବେ। ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍‌ ବା ଇଭିଏମ୍‌ରେ ଏହାକୁ ସଂଯୋଗ କରାଯିବ।

ଏହା ପୂର୍ବରୁ ପରବର୍ତ୍ତୀ ଣୁଣାଣିରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଭିଭିପିଏଟି ସହିତ ଜଡ଼ିତ କେତୋଟି ଇଭିଏମ୍ ରହିଛି ସେ ନେଇ ୪ ସପ୍ତାହ ମଧ୍ୟରେ ଜଣାଅ। ଗୁଜରାଟର ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଅଭିଯୋଗ କରିଥିଲେ ଯେ,  ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ଭିଭିପିଏଟି ମେସିନ୍ ରହିଛି। କିନ୍ତୁ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ଏହାକୁ ବ୍ୟବହାର କରିବାକୁ ଚାହୁଁ ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story