ବିଚାରପତି ବିଦ୍ରୋହ: ୫୦ ମିନିଟ୍‌ ପରେ ସବୁ ଠିକ୍‌ ହୋଇଗଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ବିଚାରପତିମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ସଙ୍କଟ ଟଳିଛି।  ଏଥିସହ ଆଜି ସୁପ୍ରିମକୋର୍ଟରେ ସ୍ୱାଭାବିକ କାର୍ଯ୍ୟ ହୋଇଥିଲା। ଆଜି ସୁପ୍ରିମକୋର୍ଟ ପରିସରରେ ବିଚାରପତିମାନଙ୍କ ବୈଠକ ହୋଇଥିଲା। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ବିଚାରପତିମାନେ ଅନୌପଚାରିକ ଭାବେ ଆଲୋଚନା କରିଥିଲେ। ପ୍ରାୟ ୫୦ମିନିଟ୍ ଧରି ସମସ୍ତ ବିବାଦୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। […]

supreme_court_

supreme_court_

Rakesh Mallick
  • Published: Monday, 15 January 2018
  • Updated: 15 January 2018, 09:39 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ବିଚାରପତିମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ସଙ୍କଟ ଟଳିଛି।  ଏଥିସହ ଆଜି ସୁପ୍ରିମକୋର୍ଟରେ ସ୍ୱାଭାବିକ କାର୍ଯ୍ୟ ହୋଇଥିଲା।

ଆଜି ସୁପ୍ରିମକୋର୍ଟ ପରିସରରେ ବିଚାରପତିମାନଙ୍କ ବୈଠକ ହୋଇଥିଲା। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ବିଚାରପତିମାନେ ଅନୌପଚାରିକ ଭାବେ ଆଲୋଚନା କରିଥିଲେ। ପ୍ରାୟ ୫୦ମିନିଟ୍ ଧରି ସମସ୍ତ ବିବାଦୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ସବୁ ବିବାଦର ଅନ୍ତ ଘଟିଛି ବୋଲି ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ର ସୂଚନା ଦେଇଥିଲେ। ବିବାଦର ସମାଧାନ ସହ ଆଜି ସୁପ୍ରିମକୋର୍ଟରେ କାର୍ଯ୍ୟ ସ୍ୱାଭାବିକ ହୋଇଛି।

ଏହି ପ୍ରସଙ୍ଗରେ କିନ୍ତୁ ପ୍ରଧାନ ବିଚାରପତିଙ୍କୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଆର.ପି  ଲୁଥ୍ରା। ସେ ଆଜି ପ୍ରଧାନ ବିଚାରପତିଙ୍କ କୋର୍ଟରେ ଏହି ମାମଲାର ମେନସନ୍ କରି କହିଛନ୍ତି ଯେଉଁମାନେ ଏହି ଅନୁଷ୍ଠାନକୁ ନଷ୍ଟ କରିବାକୁ ଚାହୁଁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story