ଦିଦିଙ୍କୁ ସୁପ୍ରିମକୋର୍ଟ ଝଟ୍‌କା: କେନ୍ଦ୍ରର ଆଇନକୁ ଚ୍ୟାଲେଞ୍ଜ କରିପାରିବ ନାହିଁ ରାଜ୍ୟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଦିଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା। ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ସୁପ୍ରିମକୋର୍ଟ ମମତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୌଣସି ରାଜ୍ୟ ସରକାର ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ସିଧାସଳଖ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜନହିତକାରୀ ଯୋଜନାକୁ ନେଇ କୌଣସି ରାଜ୍ୟ ସରକାର ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। […]

551955-mamata-army

551955-mamata-army

Rakesh Mallick
  • Published: Monday, 30 October 2017
  • Updated: 30 October 2017, 04:33 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଦିଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା। ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ସୁପ୍ରିମକୋର୍ଟ ମମତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୌଣସି ରାଜ୍ୟ ସରକାର ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ସିଧାସଳଖ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜନହିତକାରୀ ଯୋଜନାକୁ ନେଇ କୌଣସି ରାଜ୍ୟ ସରକାର ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ୍।

ସେପଟେ ଆଧାରକୁ ମୋବାଇଲ ନମ୍ବର ସହ ଲିଙ୍କ୍ କରିବାକୁ ନେଇ ଶୁଣାଣି କରିଛନ୍ତି କୋର୍ଟ। କେନ୍ଦ୍ର ଏବଂ ଟେଲିକମ୍ କର୍ତ୍ତୃପକ୍ଷଙ୍କୁ ଏନେଇ ନୋଟିସ୍ ଜାରି କରିଛନ୍ତି ଅଦାଲତ। ଅଗାମୀ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସରେ ଉଲ୍ଲେଖ ରହିଛି। ସେପଟେ କେନ୍ଦ୍ର ପକ୍ଷରୁ ଆଧାର ଲିଙ୍କ୍ ନେଇ ଜବାବ ରଖାଯାଇଛି। ଆଧାର ଲିଙ୍କ୍ ଦ୍ୱାରା କେବଳ ଉଚିତ୍ ହିତାଧିକାରୀଙ୍କୁ ଏହାର ଲାଭ ମିଳିବ। ତେଣୁ ଏହା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ର ସରକାର।

ସେହିପରି ଆଧାର କାର୍ଡକୁ ସରକାରୀ ଯୋଜନା, ବ୍ୟାଙ୍କ ଟ୍ରାନ୍ଜେକ୍ସନ, ଟ୍ୟାକ୍ସ ପଇଠ ଭଳି ବିଭିନ୍ନ ଯୋଜନାରେ ଲିଙ୍କ୍ କରିବାର ସମୟ ସୀମା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୩୧ ବଦଳରେ ୩୧ ମାର୍ଚ୍ଚ ୨୦୧୮କୁ ବଢ଼ାଇଛି କେନ୍ଦ୍ର। ଯେଉଁ ବ୍ୟକ୍ତିଙ୍କ ଆଧାର କାର୍ଡ ନାହିଁ କେବଳ ସେହି ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଆଧାରକୁ ଲିଙ୍କ୍ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story