ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଗାମୀ ଆଦେଶ ନଆସିବା ପର୍ଯ୍ୟନ୍ତ ରୋହିଙ୍ଗ୍ୟା ମୁସଲିମଙ୍କୁ ନଫେରାଉ କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋହିଙ୍ଗ୍ୟା ମୁସଲିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି। ଏବେ ସେମାନଙ୍କୁ କେନ୍ଦ୍ର ସରକାର ଦେଶରୁ ବାହାର କରିପାରିବେ ନାହିଁ। ଏହା ମାନବିକତା ଅଧିକାରକୁ କ୍ଷୁଣ୍ଣ କରିବ। ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ଦେଶର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟି କୋଣରୁ ଦେଶରୁ କାହାକୁ ବାହାର କରାଯିବ, ସେନେଇ କୋର୍ଟଙ୍କୁ ଅବଗତ କରିବାକୁ ପଡ଼ିବ ବୋଲି ଅଦାଲତ କହିଛନ୍ତି। ରୋହିଙ୍ଗ୍ୟା ମୁସଲିମ ଦେଶରେ ପ୍ରବେଶ […]

rohingya-story-647_101317031902

rohingya-story-647_101317031902

Rakesh Mallick
  • Published: Friday, 13 October 2017
  • Updated: 13 October 2017, 07:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋହିଙ୍ଗ୍ୟା ମୁସଲିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି। ଏବେ ସେମାନଙ୍କୁ କେନ୍ଦ୍ର ସରକାର ଦେଶରୁ ବାହାର କରିପାରିବେ ନାହିଁ। ଏହା ମାନବିକତା ଅଧିକାରକୁ କ୍ଷୁଣ୍ଣ କରିବ। ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ଦେଶର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟି କୋଣରୁ ଦେଶରୁ କାହାକୁ ବାହାର କରାଯିବ, ସେନେଇ କୋର୍ଟଙ୍କୁ ଅବଗତ କରିବାକୁ ପଡ଼ିବ ବୋଲି ଅଦାଲତ କହିଛନ୍ତି। ରୋହିଙ୍ଗ୍ୟା ମୁସଲିମ ଦେଶରେ ପ୍ରବେଶ ଓ ସାହାରା ଦେବା ନେଇ ଅଦାଲତରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଅନ୍ୟପଟେ ରୋହିଙ୍ଗ୍ୟା ମୁସଲିମ୍ ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ନଭେମ୍ବର ୨୧ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି  ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story