ବର୍ଷିଲେ ସୁପ୍ରିମ୍‌କୋର୍ଟ: ଆରବିଆଇ ସୁଧ ହାର କମିଛି, ହିତାଧିକାରୀ କାହିଁକି ପାଉନାହାନ୍ତି?

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୧୦ ମାସର ନିରବତା ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଉପରେ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବ୍ୟାଙ୍କମାନଙ୍କୁ ଆରବିଆଇ ଦେଉଥିବା ଋଣରେ ଲାଗୁ ହେଉଥିବା ରେପୋ ରେଟ୍‌ ବା ସୁଧ ହାର ହ୍ରାସ ହୋଇଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ଲୋକଙ୍କୁ ବା ହିତାଧିକାରୀଙ୍କ ନିକଟରେ ଏହା ପହଞ୍ଚାଉନାହାନ୍ତି। ଫଳରେ ସମସ୍ତ ଗୃହଋଣ, ଯାନବାହନ ଋଣ ଏବଂ ଅନ୍ୟାନ୍ୟ ଋଣରେ ଋଣକର୍ତ୍ତାମାନଙ୍କୁ ମିଳିବାକୁ ଥିବା ଫାଇଦା ସେମାନଙ୍କୁ ମିଳିପାରୁନାହିଁ। ଆବେଦନକାରୀ ମନିଲାଇଫ୍‌ ଫାଉଣ୍ଡେସନ୍‌ ସୁପ୍ରିମ୍‌କୋର୍ଟଙ୍କୁ ପୂର୍ବରୁ […]

Rbi-supremecourt

Rbi-supremecourt

Hemant Lenka
  • Published: Tuesday, 09 October 2018
  • Updated: 09 October 2018, 03:14 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୧୦ ମାସର ନିରବତା ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଉପରେ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବ୍ୟାଙ୍କମାନଙ୍କୁ ଆରବିଆଇ ଦେଉଥିବା ଋଣରେ ଲାଗୁ ହେଉଥିବା ରେପୋ ରେଟ୍‌ ବା ସୁଧ ହାର ହ୍ରାସ ହୋଇଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ଲୋକଙ୍କୁ ବା ହିତାଧିକାରୀଙ୍କ ନିକଟରେ ଏହା ପହଞ୍ଚାଉନାହାନ୍ତି। ଫଳରେ ସମସ୍ତ ଗୃହଋଣ, ଯାନବାହନ ଋଣ ଏବଂ ଅନ୍ୟାନ୍ୟ ଋଣରେ ଋଣକର୍ତ୍ତାମାନଙ୍କୁ ମିଳିବାକୁ ଥିବା ଫାଇଦା ସେମାନଙ୍କୁ ମିଳିପାରୁନାହିଁ।

ଆବେଦନକାରୀ ମନିଲାଇଫ୍‌ ଫାଉଣ୍ଡେସନ୍‌ ସୁପ୍ରିମ୍‌କୋର୍ଟଙ୍କୁ ପୂର୍ବରୁ ଦର୍ଶାଇଥିଲା, ଯେତେବେଳେ ବି ସୁଧ କମୁଛି କେବଳ ନୂଆ ଋଣକର୍ତ୍ତାମାନଙ୍କୁ କମ୍‌ ସୁଧରେ ଋଣ ଦିଆଯାଉଛି। କିନ୍ତୁ ଏହା ଅନ୍ୟାୟ ଏବଂ ସମାନତାର ବିରୋଧୀ। ପୁରୁଣା ଋଣକର୍ତ୍ତାଙ୍କ ସୁଧ ହାର କାହିଁକି

କମ୍‌ ହୋଇପାରିବନି ବୋଲି ଏହି ଅନୁଷ୍ଠାନ ପ୍ରଶ୍ନ ଉଠାଇଥିଲା। ଯଦି ମଧ୍ୟ ଋଣ ହ୍ରାସ କରାଯାଉଛି ଏହା ପୁରୁଣା ଗ୍ରାହକଙ୍କ ପାଇଁ ନଗଣ୍ୟ ବୋଲି ଅଭିଯୋଗ ଆଣିଛି ଏହି ଅନୁଷ୍ଠାନ। ଏପରି ହିତାଧିକାରୀଙ୍କୁ ମିଳୁନଥିବା ରିହାତିର ପରିମାଣ କଳନା କଲେ, ସେମାନଙ୍କୁ ପ୍ରାୟ ୧୦ ହଜାର କୋଟିର କ୍ଷତି ସହିବାକୁ ପଡ଼ୁଛି।

ଅକ୍ଟୋବର ୧୨ ତାରିଖରେ ଏନେଇ ଉକ୍ତ ଆବେଦନକାରୀଙ୍କ ପକ୍ଷରୁ ଆରବିଆଇକୁ ଦିଆଯାଇଥିବା ଚିଠିର ଉତ୍ତର ଡିସେମ୍ବର ୨୬ ତାରିଖରେ ଦିଆଯାଇ କୁହାଯାଇଥିଲା ବ୍ୟାଙ୍କ ନିୟାମକ ଆରବିଆଇ ଏ ବାବଦରେ ବିଚାର କରୁଛନ୍ତି। କିନ୍ତୁ ଆଜିଯାଏ ଏହାର ସ୍ପଷ୍ଟ ଉତ୍ତର ରଖିପାରିନଥିବାରୁ ସୁପ୍ରିମ୍‌କୋର୍ଟ ଆରବିଆଇକୁ ଭର୍ତ୍ସନା କରିଛନ୍ତି।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆବେଦନକାରୀଙ୍କ ଅଭିଯୋଗ ଏବଂ ତଥ୍ୟ ଭିତ୍ତିରେ ଏହି ନିର୍ଦ୍ଦେଶ ଦିଆଯାଉଛି ଯେ, ଅଗାମୀ ୬ ମାସ ମଧ୍ୟରେ ଆରବିଆଇ ଆବେଦନକାରୀଙ୍କ ଅକ୍ଟୋବର ୧୨ ଚିଠିର ଉତ୍ତର ରଖିବେ। ଆବେଦନକାରୀ ଏଥିରେ ସନ୍ତୁଷ୍ଟ ନହେଲେ ପୁଣି ଏହି କୋର୍ଟର ଦ୍ୱାରସ୍ଥ ହୋଇପାରିବେ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story