ନାବାଳିକା ସ୍ତ୍ରୀ ସହ ସେକ୍ସ, ସୁପ୍ରିମକୋର୍ଟ ଏବଂ କନ୍‌ଫ୍ୟୁଜନ୍‌

ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ଦୁଷ୍କର୍ମ ଭାବେ ବିବେଚିତ ହେବ। ତେଣୁ ଏହା ଧର୍ତ୍ତବ୍ୟ ଅପରାଧ । ଅର୍ଥାତ ଜଣେ ୧୮ ବର୍ଷରୁ କମ୍‌ ବୟସର ଯୁବତୀକୁ ବିବାହ କରି ଶାରିରୀକ ସମ୍ପର୍କ ରଖିଲେ ଦଣ୍ଡନୀୟ ଅପରାଧ। ଆଉ ଆଇନ ଅନୁଯାୟୀ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶରେ ବାଲ୍ୟ ବବାହକୁ ରୋକିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଏହା ଏକ ଯୁଗାନ୍ତକାରୀ ବିଚାର ବୋଲି କୁହାଯାଉଛି। ତେବେ ଗତ […]

Rakesh Mallick
  • Published: Friday, 13 October 2017
  • Updated: 13 October 2017, 12:54 AM IST

Sports

Latest News

ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ଦୁଷ୍କର୍ମ ଭାବେ ବିବେଚିତ ହେବ। ତେଣୁ ଏହା ଧର୍ତ୍ତବ୍ୟ ଅପରାଧ । ଅର୍ଥାତ ଜଣେ ୧୮ ବର୍ଷରୁ କମ୍‌ ବୟସର ଯୁବତୀକୁ ବିବାହ କରି ଶାରିରୀକ ସମ୍ପର୍କ ରଖିଲେ ଦଣ୍ଡନୀୟ ଅପରାଧ। ଆଉ ଆଇନ ଅନୁଯାୟୀ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶରେ ବାଲ୍ୟ ବବାହକୁ ରୋକିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଏହା ଏକ ଯୁଗାନ୍ତକାରୀ ବିଚାର ବୋଲି କୁହାଯାଉଛି। ତେବେ ଗତ ୧୧ ତାରିଖରେ ଅଦାଲତ ଦେଇଥିବା ଏହି ରାୟକୁ ନେଇ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏନେଇ  ଅନେକ ପ୍ରଶ୍ନ ମଧ୍ୟ  ଉଠାଇଛନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା।  ଅଦାଲତଙ୍କ କହିବା ଅନୁଯାୟୀ ନାବାଳିକା ପତ୍ନୀ ସହ ଶାରିରୀ ସମ୍ପର୍କ ମାନେ ତା’ର ମୌଳିକ ଅଧିକାରର ଉଲ୍ଲଂଘନ ।

ଏଠାରେ ପ୍ରଶ୍ନ ଉଠୁଛି  ଯଦି ନାବାଳିକା ସ୍ତ୍ରୀ ସହ ଯୌନ ସମ୍ପର୍କ ରଖିଲେ ଅପରାଧ ତେବେ ପ୍ରଥମତଃ ବିବାହ ଶବ୍ଦଟି କାହିଁକି ରହିଲା। ସେହିପରି ଯେ, ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ହୋଇ ନାହିଁ ସେ ପର୍ଯ୍ୟନ୍ତ ବାଲ୍ୟ ବିବାହକୁ ଉଚିତ୍ ବୋଲି ଧରି ନିଆଯିବ କି ? ସେହିପରି ଭାରତୀୟ ସମ୍ବିଧାନ ଅନୁଯାୟୀ ନାବାଳିକା ବିବାହ ହେଉଛି ଆଇନ ବିରୋଧୀ।  ତେବେ ‘ସେକ୍ସ’ର ପ୍ରଶ୍ନ ଆସିଲା କେଉଁଠୁ ? ଏମିତି ଅନେକ ପ୍ରଶ୍ନକୁ ନେଇ କେତେକ ଟ୍ୱିଟ୍‌ କରି ଉପରୋକ୍ତ ନିଷ୍ପତ୍ତି ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଏଭଳି ବିଚାରକୁ ଅନେକ ସଚେତନ ନାଗରିକଙ୍କୁ ବିଭ୍ରାନ୍ତି କରିଛି। ମନରେ ପ୍ରଶ୍ନ ଆସୁଛି ଇଏ କେମିତିକା ବିଚାର ?

ସୂଚନା ଯୋଗ୍ୟ ଯେ, ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରିରୀକ ସଂପର୍କ ରଖୁଥିବା ସ୍ୱାମୀଙ୍କୁ ପୂର୍ବରୁ ଆଇପିସିର ଧାରା ୩୭୫ରେ ସୁରକ୍ଷା ମିଳୁଥିଲା। ଏହି ବ୍ୟବସ୍ଥାକୁ ବଳବତ୍ତର ରଖିବା ନେଇ କେନ୍ଦ୍ର ସରକାର କୋର୍ଟରେ ମତ ରଖିଥିଲେ।

ଦେଶରେ ଏଭଳି ବିବାହ ଏକ ବାସ୍ତବତା ଓ ଏହାକୁ ସୁରକ୍ଷା ମିଳିବା ଦରକାର ବୋଲି ସରକାର କହିଥିଲେ । ତେବେ ଏହା ସମ୍ବିଧାନ ଓ ମୌଳିକ ଅଧିକାରର ଉଲ୍ଲଙ୍ଘନ କରୁଥିବା ସୁପ୍ରିମକୋର୍ଟ ମତ ଦେଇଛନ୍ତି । କୋର୍ଟଙ୍କ ରାୟ ପରେ ବାଲ୍ୟ ବିବାହ କରିଥିବା ଦେଶର ୨ କୋଟି ୩୦ ଲକ୍ଷରୁ ଅଧିକ ନାବାଳିକାଙ୍କୁ ଆଇନଗତ ସୁରକ୍ଷା ମିଳିପାରିବ ବୋଲି କୁହାଯାଉଛି।

ସୌଜନ୍ୟ:  ଇଣ୍ଡିଆନ୍‌ ଏକ୍ସପ୍ରେସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story