ବିମୁଦ୍ରାକରଣ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଟଙ୍କା ବଦଳ ପାଇଁ ଲୋକଙ୍କୁ ଦ୍ୱିତୀୟ ଥର କାହିଁକି ମିଳିଳାନି ସୁଯୋଗ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ଆଜି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। କହିଛନ୍ତି-ଅଚଳ ନୋଟ୍ ବଦଳେଇବାକୁ ଲୋକଙ୍କୁ ଦ୍ୱିତୀୟଥର କାହିଁକି ସୁଯୋଗ ମିଳିଲାନି କୁହ। ଏ ସଂପର୍କରେ ଜବାବ ରଖିବାକୁ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ମୋଦି ସରକାରକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଜେ.ଏସ୍.ଖେହର କହିଛନ୍ତି- “ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ପୁରୁଣା ନୋଟକୁ ବଦଳାଇ ପାରିନାହାଁନ୍ତି। ବିଶେଷ କରି ଜେଲରେ ଥିବା କଏଦୀମାନେ […]

notea_

notea_

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 01:24 PM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ଆଜି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। କହିଛନ୍ତି-ଅଚଳ ନୋଟ୍ ବଦଳେଇବାକୁ ଲୋକଙ୍କୁ ଦ୍ୱିତୀୟଥର କାହିଁକି ସୁଯୋଗ ମିଳିଲାନି କୁହ। ଏ ସଂପର୍କରେ ଜବାବ ରଖିବାକୁ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ମୋଦି ସରକାରକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜେ.ଏସ୍.ଖେହର କହିଛନ୍ତି- “ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ପୁରୁଣା ନୋଟକୁ ବଦଳାଇ ପାରିନାହାଁନ୍ତି। ବିଶେଷ କରି ଜେଲରେ ଥିବା କଏଦୀମାନେ ଏବେବି ଅଚଳ ନୋଟକୁ ବଦଳାଇ ପାରିନାହାନ୍ତି। ତେଣୁ ଏହା ଏକ ଗୁରୁତର ପ୍ରସଙ୍ଗ, ୟାକୁ ଦୃଷ୍ଟିରେ ରଖି ଅଚଳ ନୋଟ୍ ବଦଳାଇବାକୁ ଏମାନଙ୍କୁ ସୁଯୋଗ ମିଳିବା ଉଚିତ୍।”

୨ ସପ୍ତାହ ମଧ୍ୟରେ ଏ ପ୍ରଶ୍ନର ଜବାବ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ କହିଛନ୍ତି। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଡିସେମ୍ବର ୩୦ ଭିତରେ ବଦଳାଇବାକୁ ରିଜର୍ଭ ବ୍ୟାଙ୍କ ସମୟ ଧାର୍ଯ୍ୟ କରିଥିଲେ। ଏହି ସମୟ ସୀମା ଚାଲିଯିବା ପରେ କେବଳ ରିଜର୍ଭ ବ୍ୟାଙ୍କରେ ଅଚଳ ନୋଟ୍ ବଦଳାଇବାକୁ ମାର୍ଚ୍ଚ ଶେଷ ଯାଏଁ ସମୟ ସୀମା ରଖା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story