ପରକୀୟା ପ୍ରୀତି ପାଇଁ କ’ଣ କେବଳ ପୁରୁଷ ଦାୟୀ? ନାରୀ କାହିଁକି ନୁହେଁ?

ନୂଆଦିଲ୍ଲୀ: ପରକୀୟା ପ୍ରୀତି ଅଭିଯୋଗରେ କେବଳ ପୁରୁଷ କାହିଁକି ଦୋଷୀ ହେବେ? ମହିଳା ମଧ୍ୟ କଣ ସମାନ ପରିମାଣରେ ଦାୟୀ ନୁହଁନ୍ତି କି? ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏହା ପରେ ଭାରତୀୟ ପିଙ୍ଗଳ କୋଡ୍‌ର ଆଇପିସି ଧାରା ୪୯୭କୁ ନେଇ ଏବେ ଉଠିଛି ବିବାଦ। ଯୌନ ସମାନତା ଆଧାରରେ ଏଭଳି ମାମଲାରେ ଉଭୟ ପୁରୁଷ ଓ ମହିଳାଙ୍କୁ ଦଣ୍ଡିତ କରିବାକୁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ୱାର୍ଥ ମାମଲା ଉପରେ ଆଜି ଶୁଣାଣି ହୋଇଥିଲା। […]

supreme-court-decission

supreme-court-decission

Rakesh Mallick
  • Published: Friday, 08 December 2017
  • Updated: 08 December 2017, 09:03 PM IST

Sports

Latest News

ନୂଆଦିଲ୍ଲୀ: ପରକୀୟା ପ୍ରୀତି ଅଭିଯୋଗରେ କେବଳ ପୁରୁଷ କାହିଁକି ଦୋଷୀ ହେବେ? ମହିଳା ମଧ୍ୟ କଣ ସମାନ ପରିମାଣରେ ଦାୟୀ ନୁହଁନ୍ତି କି? ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏହା ପରେ ଭାରତୀୟ ପିଙ୍ଗଳ କୋଡ୍‌ର ଆଇପିସି ଧାରା ୪୯୭କୁ ନେଇ ଏବେ ଉଠିଛି ବିବାଦ। ଯୌନ ସମାନତା ଆଧାରରେ ଏଭଳି ମାମଲାରେ ଉଭୟ ପୁରୁଷ ଓ ମହିଳାଙ୍କୁ ଦଣ୍ଡିତ କରିବାକୁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ୱାର୍ଥ ମାମଲା ଉପରେ ଆଜି ଶୁଣାଣି ହୋଇଥିଲା। ଏଭଳି ଘଟଣାରେ ମହିଳା କାହିଁକି ଦୋଷୀ ହେବେନି? କାହିଁକି ମିଳିବନି ଦଣ୍ଡ? ତାହା ଉପରେ ତର୍ଜମା କରି ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି।

ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଆଇପିସିର ଧାରା ୪୯୭ର ପ୍ରାବଧାନ ଅନୁସାରେ ଯଦି ଜଣେ ମହିଳା ଅନ୍ୟ କୌଣସି ପୁରୁଷ ସହ ସମ୍ପର୍କ ରଖନ୍ତି, ତାହାଲେ ସେ କ୍ଷେତ୍ରରେ କେବଳ ଦୋଷୀ ପୁରୁଷଙ୍କ ପାଇଁ ଦଣ୍ଡବିଧାନ ରହିଛି। ଏମିତିକି ପର ସ୍ତ୍ରୀ ସହ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ପ୍ରମାଣିତ ହେଲେ, ଦୋଷୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଏଥିରେ ସାମିଲ ମହିଳାଙ୍କ ପାଇଁ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। ଯାହା ଉପରେ ଆଜି ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ଆଉ କୋର୍ଟଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି ପୁରୁଷଙ୍କ ଅଧିକାରକୁ ନେଇ ଲଢୁଥିବା ସଂଗଠନ।

ଜୋସେଫ ଶାଇନ୍ ନାମକ ଜଣେ ବ୍ୟକ୍ତିଙ୍କ ଜନସ୍ୱାର୍ଥ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ ଜଣିଆ ବେଞ୍ଚ୍‌ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story